/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723200370.jpg)
Rashmika Mandana's stylish photo pose is going viral
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723200370.jpg)
1/5
ରଶ୍ମିକା ମନ୍ଦାନାଙ୍କୁ କିଛିଦିନ ପୂର୍ବରୁ ଏହି ଫଟୋ ଶେୟାର କରିଥିଲେ। ଏହି ଫଟୋରେ ସେ କାମ ହୋଇଥିବା ଏକ ଗ୍ରୀନ୍ ଶାଢୀ ପିଢିଛନ୍ତି ଓ ଏହା ସହିତ ମ୍ୟାଚିଙ୍ଗ୍ ବ୍ଲାଉଜ୍ ପିନ୍ଧିଛନ୍ତି। ଏଥିରେ ତାଙ୍କ କ୍ୟୁଟ୍ ଲୁକ୍ ଦେଖି ଲୋକେ ପସନ୍ଦ କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723200401.jpg)
2/5
ବର୍ତ୍ତମାନ ରଶ୍ମିକାଙ୍କ କିଛି ନୂଆ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ସେ ଏକ ଘିଅ କଲର୍ ଡ୍ରେସ୍ ପିନ୍ଧି ଖୁବ ସୁନ୍ଦର ଲାଗୁଛନ୍ତି। ଏକ ଡିଜାଇନ୍ ହଂସ ସହିତ ସେ ଏହି ଫଟୋ ଉଠାଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723200430.jpg)
3/5
ଏହି ଫଟୋରେ ରଶ୍ମିକାଙ୍କ ଚମତ୍କାର ହସ ସମସ୍ତଙ୍କ ହୃଦୟ ଜିତିବାକୁ ବାଧ୍ୟ କରିଛି। ସେ ତାଙ୍କ ଚୁଟିକୁ ଖୋଲିଦେଇ ଥିବାବେଳେ ପୋଜ୍ ଦେଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723200460.jpg)
4/5
ରଶ୍ମିକା ମନ୍ଦାନା ଏହି ଫଟୋ କ୍ଲିକ୍ କରିବା ବେଳେ ସାମ୍ନା ଲୁକ୍ ଦେଇଛନ୍ତି। ସେ ଏକ ନିଆରା ଷ୍ଟାଇଲ୍ରେ ବସିଥିବା ବେଳେ ତାଙ୍କ ଚାହାଣୀ ସମସ୍ତଙ୍କ ମନ କିଣୁଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723200499.jpg)
5/5
ଏହି ଫଟୋରେ ରଶ୍ମିକା ମନ୍ଦାନା ଏକ ହାତୀର ଡିଜାଇନ୍ ପାଖରେ ଠିଆ ହୋଇଛନ୍ତି। ଏହି ଦୁଇ ଫଟୋରେ ତାଙ୍କୁ ଭିନ୍ନ ଭିନ୍ନ ପୋଜ୍ ଦେବା ଦେଖିବାକୁ ମିଳେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)