Advertisment

Preity Zinta: ପରାଜୟ ପରେ ଆଖିରେ ସିନା ଆସୁଛି ଲୁହ, ହୃଦୟରେ କିନ୍ତୁ ଅନେକ ସାହସ

IPL 2025ର ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପଞ୍ଜାବ କିଙ୍ଗ୍‌ସ ଏକ ଶୋଚନୀୟ ପରାଜୟ ବରଣ କରିଛି। ଏହି ପରାଜୟ ଯୋଗୁଁ ଦଳର ସହ-ମାଲିକାଣୀ ପ୍ରୀତି ଜିଣ୍ଟା ବହୁତ ଦୁଃଖରେ ଅଛନ୍ତି। ତାଙ୍କ ଆଖିରେ ଦୁଃଖ ସ୍ପଷ୍ଟ ଦେଖାଯାଉଛି କିନ୍ତୁ ସେ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ସେ ତାଙ୍କ ପରାଜିତ ଦଳର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରୁଥିବା ଦେଖାଯାଏ।

author-image
Pramod Behera
Preity Zinta gets emotional after pbks loss in final

Preity Zinta gets emotional after pbks loss in final

RCB
Advertisment
Advertisment