/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739543522.jpg)
Pragya Jaiswal shared latest pics in indo western outfit
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739543522.jpg)
1/7
ବର୍ତ୍ତମାନ ଅଭିନେତ୍ରୀ ପ୍ରଜ୍ଞା ଜୈସ୍ୱାଲଙ୍କ ଷ୍ଟାଇଲିସ୍ ଫ୍ୟାସନ୍ ଷ୍ଟେଟ୍ମେଣ୍ଟ୍ ସୋସିଆଲ୍ ମିଡିଆର ପାରାକୁ ବଢାଇ ଦେଇଛି। ଏହି ଫଟୋଗୁଡ଼ିକରେ ତାଙ୍କର ଲୁକ୍ ଦେଖିବା ପରେ ପ୍ରଶଂସକମାନେ ପାଗଳ ହୋଇଯାଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739543570.jpg)
2/7
ଏହି ଫଟୋଗୁଡ଼ିକରେ, ଆପଣ ଦେଖିପାରିବେ ଯେ ଅଭିନେତ୍ରୀ ପ୍ରଜ୍ଞା ଜୈସ୍ୱାଲ୍ ହଳଦିଆ ରଙ୍ଗର ଖୁବ୍ ଷ୍ଟାଇଲିସ୍ ଆଉଟ୍ଫିଟ୍ ପିନ୍ଧିଛନ୍ତି, ଯେଉଁଥିରେ ସେ ଗୋଟିଏ ପରେ ଗୋଟିଏ ଷ୍ଟାଇଲିସ୍ ପୋଜ୍ ଦେଉଥିବା ଦେଖାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739543597.jpg)
3/7
ଏହି ଫଟୋସୁଟ୍ ବେଳେ ପ୍ରଜ୍ଞା ଜୈସ୍ୱାଲ୍ ତାଙ୍କ ଚୁଟିକୁ ଖୋଲି ଦେଇଛନ୍ତି। କାନରେ କାନଫୁଲ୍ ପିନ୍ଧି ହାଲୁକା ମେକ୍ଅପ୍ରେ ଖୁବ୍ ସୁନ୍ଦର ଦିଶୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739543639.jpg)
4/7
ଯେତେବେଳେ ବି ଅଭିନେତ୍ରୀ ତାଙ୍କ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋକୁ ପସନ୍ଦ କରନ୍ତି ଆଉ ପ୍ରେମ ବର୍ଷା କରନ୍ତି। ଏହି ଫଟୋଗୁଡିକୁ ମଧ୍ୟ ପ୍ରଶଂସାରେ ପୋତିଦେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739543682.jpg)
5/7
ଅଭିନେତ୍ରୀଙ୍କ ଏହି ଫଟୋଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି – ସୋ ହଟ୍। ଅନ୍ୟ ଜଣେ ଲେଖିଛନ୍ତି – ଠୁ ମଚ୍ ସେକ୍ସି। ଆଉ ଜଣେ ଲେଖିଛନ୍ତି – କି ରୂପ!
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739543726.jpg)
6/7
ପ୍ରଜ୍ଞା ଜୈସ୍ୱାଲ୍ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739543765.jpg)
7/7
ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ହଟ ଏବଂ ବୋଲ୍ଡ ଫଟୋ ପୋଷ୍ଟ କରି ସୋସିଆଲ ମିଡିଆ ତାପମାତ୍ରାକୁ ସବୁବେଳେ ବଢାଇବାରେ ମାହିର। ଇଣ୍ଟରନେଟକୁ ଆସିବା ମାତ୍ରେ ତାଙ୍କର ପ୍ରତ୍ୟେକ ଲୁକ୍ ଭାଇରାଲ୍ ହୁଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)