Advertisment

Munmun Dutta: ଅଫ୍ ସୋଲ୍ଡର ସିମରୀ ଗାଉନ୍‌ରେ ମୁନ୍‌ମୁନ୍‌ ଦତ୍ତାଙ୍କ ରାଜକୁମାରୀ ଲୁକ୍‌

ଲୋକପ୍ରିୟ ଟିଭି ଶୋ’ ‘ତାରକ ମେହତା କା ଉଲ୍‌ଟ ଚଷମା’ରେ ନଜର ଆସିଥିବା ବବିତା ଜୀ ଅର୍ଥାତ୍ ମୁନ୍‌ମୁନ୍‌ ଦତ୍ତା ପୁଣିଥରେ ନିଜ ଲୁକ୍ ସହିତ ସୋସିଆଲ ମିଡିଆରେ ରାଜ୍‌ କରିଛନ୍ତି। ବର୍ତ୍ତମାନ ନୂଆ ଫଟୋରେ ଅଭିନେତ୍ରୀଙ୍କୁ ରାଜକୁମାରୀ ଲୁକ୍‌ରେ ଦେଖିବାକୁ ମିଳିଛି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।

author-image
Pramod Behera
Munmun dutta Disney princess look in shimmery off shoulder gown

Munmun dutta Disney princess look in shimmery off shoulder gown

Advertisment
Advertisment