Advertisment

Mohsin Khan: ଖୁବ୍ ଶୀଘ୍ର ବାହାହେବେ ମୋହସିନ ଖାନ; କିଏ ହେବେ ବୋହୂ

‘ୟେ ରିସ୍ତା କ୍ୟା କେହଲାତା ହେ’ରେ କାର୍ତ୍ତିକ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ମୋହସିନ ଖାନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଗୋଟିଏ ସମୟରେ ମୋହସିନ ଖାନଙ୍କ ନାଁ ଶିବାଙ୍ଗୀ ଜୋଶୀଙ୍କ ସହିତ ଯୋଡା ଯାଇଥିଲା। କିନ୍ତୁ, ଏହି ଯୋଡ଼ି ଭାଙ୍ଗିଗଲା। ଏବେ ଖବର ଆସୁଛି ଯେ ଅଭିନେତା ବିବାହ କରିବାକୁ ଯାଉଛନ୍ତି।

author-image
Pramod Behera
Mohsin Khan will tie the knot soon know all details

Mohsin Khan will tie the knot soon know all details

Advertisment
Advertisment