Advertisment

Mahakumbh Monalisa: ବଧୂ ହେଲେ ମହାକୁମ୍ଭ ଗର୍ଲ ମୋନାଲିସା; ଯିଏ ଦେଖିଲା ସିଏ ପସନ୍ଦ କଲା

କିଛି ମାସ ପୂର୍ବେ, ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରୁ ମୋନାଲିସା ରାତାରାତି ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଯାଇଥିଲେ। କୁହାଯାଉଛି ଯେ ଆଜିକାଲି ମୋନାଲିସା ତାଙ୍କର ବଲିଉଡ୍‌ ଡେବ୍ୟୁ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହାରି ଭିତରେ ସେ ଏକ ଲାଲ ଡ୍ରେସ୍ ପିନ୍ଧି ବଧୂ ପରି ସଜ୍ଜିତ ହୋଇଥିବା ନଜର ଆସନ୍ତି । ତାଙ୍କର ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଛାଇ ଯାଇଛି।

author-image
Pramod Behera
Mahakumbh viral girl monalisa bridal look in red lehenga

Mahakumbh viral girl monalisa bridal look in red lehenga

Advertisment
Advertisment