/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743860321.jpg)
Late actor manoj kumar grand daughter muskaan goswami
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743860321.jpg)
1/6
ମନୋଜ କୁମାରଙ୍କ ନାତୁଣୀଙ୍କ ନାଁ ହେଉଛି ମୁସ୍କାନ ଗୋସ୍ୱାମୀ। ସେ ଚଳଚ୍ଚିତ୍ରଠାରୁ ବହୁତ ଦୂରରେ। ତଥାପି ସେ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743860344.jpg)
2/6
ମୁସ୍କାନ୍, ଗ୍ଲାମର ଦୁନିଆରୁ ଦୂରରେ ଥାଇ ମଧ୍ୟ କୌଣସି ଅଭିନେତ୍ରୀଙ୍କଠାରୁ କମ୍ ସୁନ୍ଦର ନୁହଁନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଏଠାରେ ସେ ପ୍ରତିଦିନ ପ୍ରଶଂସକଙ୍କ ସହିତ ତାଙ୍କର ଗ୍ଲାମରସ୍ ଲୁକ୍ ଶେୟାର କରନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743860370.jpg)
3/6
ମୁସ୍କାନ ସ୍ୱର୍ଗତ ଅଭିନେତାଙ୍କ ପୁଅ ବିଶାଲ ଗୋସ୍ୱାମୀଙ୍କ ଝିଅ। ବିଶାଲ ଚଳଚ୍ଚିତ୍ରଠାରୁ ଦୂରେଇ ଯିବା ପରେ ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743860398.jpg)
4/6
ମୁସ୍କାନ୍ ବିବାହିତ। ତାଙ୍କ ସ୍ୱାମୀଙ୍କ ନାଁ ନିଖିଲ ଓହରୀ। ଦୁହେଁ ଏକ ଝିଅର ବାପାମାଆ। ବିବାହ ପରେ ମୁସ୍କାନ ତାଙ୍କ ସ୍ୱାମୀଙ୍କ ସହ ଏକ ମହମବତୀ ଉତ୍ପାଦନକାରୀ ସଂସ୍ଥା ପ୍ରତିଷ୍ଠା କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743860422.jpg)
5/6
ଆଜି ମୁସ୍କାନଙ୍କ ବ୍ୟବସାୟ ବହୁତ ସଫଳ ହୋଇଛି। ସେ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743860453.jpg)
6/6
ମୁସ୍କାନ ଫ୍ୟାଶନ ଡିଜାଇନିଂରେ ଡିଗ୍ରୀ ହାସଲ କରିଛନ୍ତି। ସିଏ ଯେତେବେଳେ କୋଭିଡ୍ ସମୟରେ ବଡ ଧୂମଧାମରେ ବିବାହ କରିଥିଲେ ସେତେବେଳେ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)