/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750682505.jpg)
Kubbra Sait opened up about one night stand and abortion
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750682505.jpg)
1/7
ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ ହେଲେ କୁବ୍ରା ସୈତ। ଅଭିନେତ୍ରୀ ଜଣକ ନିକଟରେ ପ୍ରକାଶ କରିଛନ୍ତି ଯେ ୱାନ୍ ନାଇଟ୍ ଷ୍ଟାଣ୍ଡ୍ ପରେ ସେ ତାଙ୍କର ଗର୍ଭପାତ କରାଇଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750682535.jpg)
2/7
ଅଭିନେତ୍ରୀ ଜଣକ କହିଛନ୍ତି ଯେ ସେ ୩୦ ବର୍ଷ ବୟସରେ ଆଣ୍ଡାମାନ ଟ୍ରିପ୍ ଯାଇଥିଲେ, ଯେଉଁଠାରେ ସେ ସ୍କୁବା ଡାଇଭିଂ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750682556.jpg)
3/7
ସେଠାରେ ଅଭିନେତ୍ରୀ କିଛି ମଦ୍ୟ ପିଇଥିଲେ ଏବଂ ତାଙ୍କର ଜଣେ ବନ୍ଧୁଙ୍କ ସହ ଗୋଟିଏ ରାତି ସମୟ ବିତାଇଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750682582.jpg)
4/7
କିଛି ଦିନ ପରେ ସେ ଜାଣିପାରିଥିଲେ ଯେ ସେ ଗର୍ଭବତୀ ଅଛନ୍ତି କାରଣ ପ୍ରେଗ୍ନାନ୍ସୀ ଟେଷ୍ଟ୍ ଫଳାଫଳ ପଜିଟିଭ୍ ଆସିଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750682605.jpg)
5/7
କୁବ୍ରା ଗୋଟିଏ ସପ୍ତାହ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ଯେ ସେ ଗର୍ଭପାତ କରିବେ। କିନ୍ତୁ ଏଥିପାଇଁ ସେ ପ୍ରସ୍ତୁତ ନ ଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750682629.jpg)
6/7
ଅଭିନେତ୍ରୀ କହିଛନ୍ତି - ସେତେବେଳେ ସେ ଭିତରେ ଶୂନ୍ୟ ଅନୁଭବ କରୁଥିଲି। ସେ ଭାବି ପାରୁ ନଥିଲେ ଯେ ସେ ଗର୍ଭପାତ ବିନା ତାଙ୍କ ସହିତ ରହିପାରିବେ କି ନାହିଁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750682651.jpg)
7/7
ଅଭିନେତ୍ରୀ ଏ ବିଷୟରେ କାହାକୁ କିଛି କହି ନଥିଲେ ଏବଂ ଏକା ଯାଇ ଗର୍ଭପାତ କରାଇଥିଲେ। ପରେ ସେ ଜଣେ ବନ୍ଧୁଙ୍କୁ ଏ ବିଷୟରେ କହିବା ପରେ କାନ୍ଦିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)