/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740819397.jpg)
Kiara Advani returns to shooting after pregnancy announcement
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740819397.jpg)
1/7
କିଆରା ଆଡଭାନୀଙ୍କ ଏହି ଫଟୋଗୁଡ଼ିକ ମୁମ୍ବାଇର ସୁଟିଂ ଲୋକେସନ୍ରୁ ଆସିଛି। ଶନିବାର ଦିନ ଏଠାରେ ପାପାରାଜିମାନେ ଅଭିନେତ୍ରୀଙ୍କୁ ଦେଖିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740819426.jpg)
2/7
ଅଭିନେତ୍ରୀ ନିଜ ପ୍ରେଗ୍ନାନ୍ସୀ ଘୋଷଣା କରିବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740819453.jpg)
3/7
ସୁଟିଂ ଲୋକେସନ୍ରେ କିଆରାଙ୍କର ବହୁତ ସୁନ୍ଦର ଲୁକ୍ ଦେଖିବାକୁ ମିଳିଛି। ଅଭିନେତ୍ରୀ ଏକ ଧଳା ସାର୍ଟ ଏବଂ ସର୍ଟ ପିନ୍ଧିଛନ୍ତି। ଏଥିରେ ସେ ବହୁତ କ୍ୟୁଟ୍ ଲାଗୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740819480.jpg)
4/7
ମା’ ହେବାକୁ ଯାଉଥିବା କିଆରାଙ୍କୁ ଏହି ଫଟୋଗୁଡ଼ିକରେ ବିନା ମେକଅପ୍ରେ ଦେଖିବାକୁ ମିଳେ। ସେ ନିଜ ଚୁଟିକୁ ପଛରେ ଏକ ଠେକା କରି ବାନ୍ଧିଛନ୍ତି ଓ ଚଷମା ପିନ୍ଧିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740819508.jpg)
5/7
ଅଭିନେତ୍ରୀଙ୍କ ମୁହଁରେ ପ୍ରେଗ୍ନାନ୍ସୀ ଗ୍ଲୋ ଦେଖିବାକୁ ମିଳେ। ବିନା ମେକ୍ଅପ୍ରେ ଏହା ତାଙ୍କ ସୌନ୍ଦର୍ଯ୍ୟ ବଢାଇଦେଇଛି। ପାପାରାଜିମାନଙ୍କୁ କିଆରା ଅନେକଗୁଡିଏ ପୋଜ୍ ଦେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740819534.jpg)
6/7
କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ହାତରେ ଶିଶୁର ଜୋତା ଧରି ଅଭିନେତ୍ରୀଙ୍କ ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ। କେବଳ ପ୍ରଶଂସକ ନୁହଁନ୍ତି ସେଲିବ୍ରେଟିମାନେ ମଧ୍ୟ ଏହି ଖବର ଶୁଣିବା ପରେ ଖୁବ ଖୁସି ହୋଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740819558.jpg)
7/7
କିଆରା ଆଡଭାନୀଙ୍କୁ ରାମ ଚରଣଙ୍କ ସହ ଫିଲ୍ମ 'ଗେମ୍ ଚେଞ୍ଜର'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ତାଙ୍କ ଲାଇନ୍ରେ ଅନେକ ବଡ ବଡ ଚଳଚ୍ଚିତ୍ର ଅଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)