Advertisment

Kiara Advani: ମା’ ହେବେ କିଆରା ଆଡଭାନୀ; ଦେଖାଇଲେ ପ୍ରେଗ୍‌ନାନ୍ସୀ ଗ୍ଲୋ

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଅଭିନେତ୍ରୀ ବିବାହ ପରେ ତାଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବେ। ଆଜିକାଲି ଅଭିନେତ୍ରୀ ତାଙ୍କର ବାକି ଥିବା ପ୍ରୋଜେକ୍ଟ ଶେଷ କରିବାରେ ବ୍ୟସ୍ତ ଅଛନ୍ତି। ଅଭିନେତ୍ରୀ ତାଙ୍କ ପ୍ରେଗ୍‌ନାନ୍ସୀ ସମୟର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କର ଗ୍ଲୋ ଦେଖିବାକୁ ମିଳିଛି।

author-image
Pramod Behera
Kiara Advani flaunts pregnancy glow in latest pictures

Kiara Advani flaunts pregnancy glow in latest pictures

Bollywood
Advertisment
Advertisment