/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750427275.jpg)
Karisma Kapoor glowing skin secrets unknown fact beauty tips
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750427275.jpg)
1/7
୫୦ ବର୍ଷ ବୟସରେ ମଧ୍ୟ କରିସ୍ମା କପୁର କିପରି ୨୮ ବର୍ଷର ଯୁବତୀ ପରି ଦେଖାଯାଆନ୍ତି? ଏହାର କାରଣ ମହଙ୍ଗା କ୍ରିମ୍ ଏବଂ ପାଉଡର ନୁହେଁ, ବରଂ ଘରୋଇ ଉପଚାର, ଯାହା ଯୋଗୁଁ ତାଙ୍କ ସ୍କିମ୍ ଚମକୁଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750427300.jpg)
2/7
ନିଜ ସ୍କିନ୍କୁ ମଇଶ୍ଚରାଇଜ କରିବା ପାଇଁ, କରିଶସ୍ମା ବାଦାମ ତେଲ ସହିତ ଦହି ମିଶାଇ ମାଲିସ୍ କରନ୍ତି। ଏହା ତାଙ୍କ ଚର୍ମକୁ ଭିତରରୁ ସଫା କରିଥାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750427324.jpg)
3/7
କରିସ୍ମା ଦିନସାରା ପ୍ରଚୁର ପାଣି ପିଅନ୍ତି। ଏହା ଅଭିନେତ୍ରୀଙ୍କ ଚର୍ମକୁ ହାଇଡ୍ରେଟ୍ ରଖେ ଏବଂ ଚମକଦାର ରଖେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750427352.jpg)
4/7
କରିସ୍ମା ଖରାରେ ବାହାରକୁ ଯାଆନ୍ତୁ ବା ନ ଯାଆନ୍ତୁ କିନ୍ତୁ ସେ ନିଶ୍ଚିତ ଭାବରେ ସନ୍ସ୍କ୍ରିନ୍ ଲଗାନ୍ତି। କାରଣ, ସନ୍ସ୍କ୍ରିନରେ ବାର୍ଦ୍ଧକ୍ୟ ବିରୋଧୀ ଗୁଣ ଅଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750427375.jpg)
5/7
କରିସ୍ମା ତାଙ୍କ ଦୈନନ୍ଦିନ ଖାଦ୍ୟରେ ପ୍ରଚୁର ଫଳ ଖାଆନ୍ତି, ଯାହା ତାଙ୍କୁ ଭିଟାମିନ୍ ସି ଯୋଗାଏ। ଏହା ତାଙ୍କ ଚର୍ମକୁ ହାଇଡ୍ରେଟ୍ ରଖେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750427403.jpg)
6/7
ଭିଟାମିନ୍ ସି ଅଭିନେତ୍ରୀଙ୍କ ଚର୍ମରେ କୋଲାଜେନ ବୃଦ୍ଧି କରେ, ଯାହା ଯୋଗୁଁ କରିସ୍ମାଙ୍କ ଚର୍ମ ବହୁତ ଗ୍ଲୋ କରେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750427428.jpg)
7/7
ଆଜିକାଲି କରିସ୍ମା କପୁର ତାଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ମୃତ୍ୟୁ ଯୋଗୁଁ ଖବରରେ ଅଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)