/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743586985.jpg)
Kareena kapoor janhvi kapoor disha patani glamorous look
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743586985.jpg)
1/7
ଏହି କାର୍ଯ୍ୟକ୍ରମରେ ବଲିଉଡର ସୁନ୍ଦର ଅଭିନେତ୍ରୀ ଦିଶା ପାଟନୀ ମଧ୍ୟ ଭାଗ ନେଇଥିଲେ। ଏଠାରେ ସେ ସବୁବେଳ ପରି ସୁନ୍ଦର ଦେଖାଯାଉଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743587013.jpg)
2/7
ଦିଶା ଏକ ବଡିଫିଟ୍ ସିଲ୍ଭର ରଙ୍ଗର ଶିମିରି ଗାଉନ୍ ପିନ୍ଧିଥିଲେ। ତାଙ୍କ ମେକଅପ୍ ସାଙ୍ଗଲୁ ଲକ୍ଷେ ଟଙ୍କିଆ ହସ ସମସ୍ତଙ୍କୁ ପାଗଳ କରିଦେବା ଭଳି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743587038.jpg)
3/7
ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଜାହ୍ନଭୀ କପୁର ମଧ୍ୟ ଭାଗ ନେଇଥିଲେ। ଜାହ୍ନଭୀ ଏକ ଡିପ୍ନେକ୍ ଗାଉନରେ ପାପାରାଜିଙ୍କୁ ଅନେକ ସୁନ୍ଦର ସୁନ୍ଦର ପୋଜ୍ ଦେଉଥିବାର ଦେଖାଯାଇଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743587064.jpg)
4/7
ଜାହ୍ନଭୀଙ୍କ ଏହି ଗାଉନ୍ ଫ୍ରଣ୍ଟ୍ କଟ୍ ଥିଲା। ଏଥିରେ ଅଭିନେତ୍ରୀ ମଧ୍ୟ ଖୋଲାଖୋଲି ଭାବେ ତାଙ୍କ ଟୋଣ୍ଡ୍ ଗୋଡ଼ ଦେଖାଉଥିବା ନଜର ଆସିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743587087.jpg)
5/7
ଏହି କାର୍ଯ୍ୟକ୍ରମରେ ବଲିଉଡ ଡିଭା କରୀନା କପୁରଙ୍କୁ ମଧ୍ୟ ଏକ ସୁନ୍ଦର ରୂପରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଏକ ଅଫ୍ ସୋଲଡର୍ ମେରୁନ୍ ଗାଉନ୍ ପିନ୍ଧିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743587115.jpg)
6/7
କରୀନା କପୁର ତାଙ୍କ ଚୁଟିକୁ କର୍ଲି ଷ୍ଟାଇଲ୍ ଦେଇଥିବା ବେଳେ ଖୋଲା ରଖିଥିଲେ ଏବଂ ଚମକଦାର ମେକଅପ୍ ସହିତ ନିଜର ଲୁକ୍ ଶେଷ କରିଥିଲେ। ଅଭିନେତ୍ରୀ ଏହି ଇଭେଣ୍ଟରେ ପ୍ରବେଶ କରିବା ମାତ୍ରେ ସମସ୍ତଙ୍କ ଧ୍ୟାନ ତାଙ୍କ ଉପରେ ଅଟକି ଯାଇଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743587137.jpg)
7/7
ଏହି କାର୍ଯ୍ୟକ୍ରମରେ ଅଭିନେତା ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସିଏ ଏକ ଛୋଟ ପୋଷାକରେ ତାଙ୍କ ଷ୍ଟାଇଲ୍କୁ ଚିତ୍ରଣ କରୁଥିବା ଦେଖିବାକୁ ମିଳିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)