Advertisment

Jannat Zubair: ଜଳପରୀ ସାଜିଲେ ଜନ୍ନତ ଜୁବୈର; ଦେଲେ କିଲର୍ ଲୁକ୍

ଅଭିନେତ୍ରୀ ଜନ୍ନତ ଜୁବୈର ଟିଭି ଜଗତର ଜଣେ ପ୍ରସିଦ୍ଧ ଚେହେରା। ସେ କେବଳ ତାଙ୍କ ଅଭିନୟରେ ନୁହେଁ ବରଂ ତାଙ୍କ ସୌନ୍ଦର୍ଯ୍ୟରେ ମଧ୍ୟ ଲୋକଙ୍କ ହୃଦୟ ଜିତନ୍ତି। ନିକଟରେ, ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର କିଛି ସିଜଲିଂ ଲୁକ୍‌ର ଫଟୋ ଶେୟାର କରିଛନ୍ତି। ଏହା ଏବେ ଭାଇରାଲ ହେବାରେ ଲାଗିଛି।

author-image
Pramod Behera
Jannat Zubair gave sizzling pose under waterfall

Jannat Zubair gave sizzling pose under waterfall

Advertisment
Advertisment