/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734180023.jpg)
Janhvi Kapoor look gorgeous in latest bodycon dress
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734180023.jpg)
1/8
ବର୍ତ୍ତମାନ ଏହି ଅଭିନେତ୍ରୀ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଲାଟେଷ୍ଟ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଚମତ୍କାର ଅବତାର ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ ହେଲା କରୁନାହାନ୍ତି। ଅଭିନେତ୍ରୀଙ୍କ ଏହି ବୋଲ୍ଡ ଲୁକ୍ ଦେଖି ଆପଣଙ୍କ ବି କହିବେ ବାଃ…।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734180060.jpg)
2/8
ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର’ନେଟ୍ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ। ଏହି ଗୁଡ଼ିକରେ ଆପଣ ଦେଖିପାରିବେ ଯେ ଅଭିନେତ୍ରୀ ଜାହ୍ନଭୀ କପୁର ଏକ ଗ୍ରେ ରଙ୍ଗର ବଡିକନ୍ ଡ୍ରେସ୍ ପିନ୍ଧିଛନ୍ତି, ଯେଉଁଥିରେ ସେ ଏକ ଘାତକ ପୋଜ୍ ଦେବାବେଳେ ଫଟୋ କ୍ଲିକ୍ କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734180103.jpg)
3/8
ଅଭିନେତ୍ରୀ ଜାହ୍ନଭୀ କପୁରଙ୍କୁ ପ୍ରାୟ ଫଟୋରେ ଭିନ୍ନ ଭିନ୍ନ ହେୟାର୍ ଷ୍ଟାଇଲ୍ରେ ଦେଖିବାକୁ ମିଳେ। ଏହି ଫଟୋରେ ସେ ତାଙ୍କ ଚୁଟିକୁ ୱେଭୀ ଷ୍ଟାଇଲ୍ ଦେଇଛନ୍ତି। ସେ ହାଲୁକା ମେକ୍ଅପ୍ କରି ନିଜର ଆଉଟ୍ ଲୁକ୍ ଶେଷ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734180136.jpg)
4/8
ଏହି ଫଟୋରେ ଥରେ ତାଙ୍କ ପୋଜ୍କୁ ଦେଖନ୍ତୁ। ତାଙ୍କ ଫିଗର ଲୋକଙ୍କୁ ଆକର୍ଷଣ କରୁଥିବା ବେଳେ ତାକ ସରୁ ଅଣ୍ଟା ସମସ୍ତଙ୍କୁ ପାଗଳ କରିଦେବା ଭଳି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734180162.jpg)
5/8
ଜାହ୍ନବୀ କାର୍ ପାଖରେ ଦେଉଥିବା ଏହି ପୋଜ୍ ମଧ୍ୟ ସମସ୍ତଙ୍କୁ ବାନ୍ଧି ରଖିବା ଭଳି। ଏଥିରେ ଦେଖାଯାଉଥିବା ତାଙ୍କ ଖୋଲା ଓଠ ଓ ଚାହାଣୀ ସମସ୍ତଙ୍କୁ ଫସେଇଦେବା ଭଳି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734180199.jpg)
6/8
ଯେତେବେଳେ ବି ଅଭିନେତ୍ରୀ ଜାହ୍ନଭୀ କପୁର ଇନ୍ଷ୍ଟାଗ୍ରାମରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋକୁ ପସନ୍ଦ କରିବା ସହିତ କମେଣ୍ଟର ସୁଅ ଛୁଟାନ୍ତି। ଏହି ଫଟୋଗୁଡିକରେ ମଧ୍ୟ ସେମିତି କିଛି ଦେଖିବା ମିଳିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734180224.jpg)
7/8
ତେବେ ଜାହ୍ନଭୀ କପୁର ବଡିକନ୍ ଡ୍ରେସ୍ରେ ଫଟୋ କ୍ଲିକ୍ କରିବା ନୂଆ ନୁହେଁ। ସେ ପୂର୍ବରୁ ମଧ୍ୟ ବଡିକନ୍ ଡ୍ରେସ୍ରେ ଅନେକ ବୋଲ୍ଡ ପୋଜ୍ ଦେଇଛନ୍ତି। ଥରେ ତାଙ୍କର ଏହି ଚିତାବାଘ ଭଳି ଷ୍ଟାଇଲ୍ର ଡ୍ରେସ୍ ଉପରେ ନଜର ପକାନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734180257.jpg)
8/8
ସୋସିଆଲ୍ ମିଡିଆରେ ତାଙ୍କର ଅନେକ ବୋଲ୍ଡ ଲୁକ୍ ଥିବା ବେଳେ ଏହା ମଧ୍ୟ ବଡିକନ୍ ଡ୍ରେସ୍ରେ ଜାହ୍ନବୀଙ୍କ ଆଉ ଏକ ଫଟୋ ପୋଜ୍। ଏଥିରେ ସେ କଳା ରଙ୍ଗର ଏକ ବୋଲ୍ଡ ଡ୍ରେସ୍ରେ ନଜର ଆସିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)