Advertisment

Jacqueline Fernandez: ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ମାତୃବିୟୋଗ; ଥିଲା ଖୁବ୍ ବଣ୍ଡିଂ

ବଲିଉଡ୍‌ର ସୁନ୍ଦର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ମାତୃବିୟୋଗ ହୋଇଛି। ଅଭିନେତ୍ରୀଙ୍କ ମା’ଙ୍କ ଦେହାନ୍ତ ଆଜି ମୁମ୍ବାଇରେ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ପରେ ଅଭିନେତ୍ରୀ ବହୁତ ଭାଙ୍ଗି ପଡିଛନ୍ତି।

author-image
Pramod Behera
Jacqueline Fernandez mother passed away see their lovely bonding

Jacqueline Fernandez mother passed away see their lovely bonding

Bollywood
Advertisment
Advertisment