Advertisment

Hina Khan: କିଛି ମୁସଲମାନଙ୍କ କାମ ପାଇଁ ମୁଁ ଲଜ୍ଜିତ, ଭାରତୀୟ ବନ୍ଧୁମାନେ ନିଜଠାରୁ ଆମକୁ ଅଲଗା କରନ୍ତୁ ନାହିଁ: ହିନା ଖାନ୍

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ କ୍ରୋଧ ଲାଗି ରହିଛି। ଟିଭି ଅଭିନେତ୍ରୀ ହିନା ଖାନ ମଧ୍ୟ ଯନ୍ତ୍ରଣାରେ ଅଛନ୍ତି। ହିନା ଖାନ ସୋସିଆଲ ମିଡିଆରେ ତାଙ୍କର ଦୁଃଖ ପ୍ରକାଶ କରିଛନ୍ତି। ଏବେ ସେ ଏକ ପୋଷ୍ଟ୍‌ ଶେୟାର କରି ହିନ୍ଦୁମାନଙ୍କ ଠାରୁ କ୍ଷମା ମାଗିଛନ୍ତି।

author-image
Pramod Behera
Hina Khan apologize to hindu friends after pahalgam terror attack

Hina Khan apologize to hindu friends after pahalgam terror attack

Bollywood
Advertisment
Advertisment