Advertisment

ଫିଲ୍ମ କାହାଣୀରୁ କମ୍ ନୁହେଁ ରିତେଶ ଦେଶମୁଖ-ଜେନେଲିଆ ଡି’ସୁଜାଙ୍କ ପ୍ରେମ କାହାଣୀ

ଯେତେବେଳେ ବି ଆମେ ବଲିଉଡର ସବୁଠାରୁ ସୁନ୍ଦର ଦମ୍ପତିଙ୍କ ବିଷୟରେ କଥା ହେଉ, ରିତେଶ ଦେଶମୁଖ-ଜେନେଲିଆ ଡି’ସୁଜାଙ୍କ ଚେହେରା ପ୍ରଥମେ ଆସେ। ଦୁହେଁ କେବଳ ପତି-ପତ୍ନୀ ନୁହଁନ୍ତି ବରଂ ଭଲ ବନ୍ଧୁ ମଧ୍ୟ। ସେମାନଙ୍କ ସମ୍ପର୍କର ଉଦାହରଣ ସମଗ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଦିଆଯାଏ। ତେବେ ଖୁବ୍ କମ୍ ଲୋକ ଜାଣିଥିବେ ଯେ ପରସ୍ପର ହାତ ଧରିବା ଉଭୟଙ୍କୁ ଦୀର୍ଘ ୯ ବର୍ଷ ପର୍ଯ୍ୟନ୍ତ ଅଗ୍ନି ପରୀକ୍ଷା ଦେବାକୁ ପଡିଥିଲା।

author-image
Pramod Behera
Genelia dsouza met the chief minister son riteish deshmukh at airport

Genelia dsouza met the chief minister son riteish deshmukh at airport

Bollywood
Advertisment
Advertisment