/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742224005.jpg)
Esha Deol and Jacqueline Fernandez spotted in mumbai
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742224005.jpg)
1/5
ବଲିଉଡ୍ର ଗ୍ଲାମରସ୍ ଅଭିନେତ୍ରୀ ଜ୍ୟାକଲିନ୍ କାଜୁଆଲ୍ ଲୁକ୍ରେ ନଜର ଆସିଥିଲେ। ଏଥିରେ ବି ସେ ବହୁତ ସୁନ୍ଦର ଦେଖାଯାଉଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742224028.jpg)
2/5
ଜ୍ୟାକଲିନ୍ ଖାଲି କାର୍ଗୋ ଜିନ୍ସ ସହିତ ଏକ କଳା ବଡିଫିଟ୍ ଟି-ସାର୍ଟ ପିନ୍ଧିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742224058.jpg)
3/5
ଜ୍ୟାକଲିନ ତାଙ୍କ ଚେହେରାକୁ ଅତି ହାଲୁକା ମେକଅପ୍ରେ ସଜେଇବା ସହିତ ଚୁଟିକୁ ଖୋଲା ରଖିଥିଲେ ଆଉ ଏକ ଷ୍ଟାଇଲିସ୍ ଚଷମା ପିନ୍ଧିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742224081.jpg)
4/5
ଈଶା ଦେଓଲଙ୍କ ଏହି ଫଟୋଗୁଡ଼ିକ ମୁମ୍ବାଇ ବିମାନବନ୍ଦରରୁ ଆସିଛି। ସୋମବାର ସକାଳେ ଅଭିନେତ୍ରୀ ନଜର ଆସିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742224103.jpg)
5/5
ବିମାନବନ୍ଦରରେ ଈଶା ଦେଓଲ୍ ବହୁତ ଷ୍ଟାଇଲିସ୍ ଦେଖାଯାଉଥିଲେ। ସେ ଏକ କଳା ଡ୍ରେସ୍ ସାଙ୍ଗକୁ କଳା ଚଷମା ପିନ୍ଧିଥିଲେ। ଅଭିନେତ୍ରୀ ତାଙ୍କ ଚୁଟିକୁ ଖୋଲା ରଖିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)