/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751031381.jpg)
Edin Rose said she is wife of cricketer shreyas iyer
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751031381.jpg)
1/8
ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ ହେଲେ ଏଡିନ୍ ରୋଜ୍। ସେ କହିଛନ୍ତି ଯେ ଶ୍ରେୟସ ଆୟରଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କୁ ହୃଦୟରେ ତାଙ୍କ ସ୍ୱାମୀ ବୋଲି ମାନିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751031408.jpg)
2/8
ଏଡିନ୍ ରୋଜ୍ ଶ୍ରେୟସ ଆୟରଙ୍କ ବିଷୟରେ ଏପରି କଥା କହି ହଇଚଇ ସୃଷ୍ଟି କରିଛନ୍ତି। ଏଡିନ୍ ଜଣେ ଅଭିନେତ୍ରୀ ହେବା ସହିତ ଜଣେ ମଡେଲ ମଧ୍ୟ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751031431.jpg)
3/8
୨୦୨୩ ମସିହାରେ ଏକ ତାମିଲ ଚଳଚ୍ଚିତ୍ର ‘ରାବଣାସୁର’ରେ ତାଙ୍କ ଭୂମିକା ପାଇଁ ଏଡିନ୍ ଖବରରେ ଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751031455.jpg)
4/8
ଦୁବାଇରେ ଜନ୍ମଗ୍ରହଣ କରିଥିବା ଏଡିନ୍ ମଧ୍ୟ ସେଠାରେ ପଢିଥିଲେ। ୨୦୨୦ ମସିହାରେ ସେ ଭାରତ ଆସିଥିଲେ ଏବଂ ମଡେଲିଂ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751031480.jpg)
5/8
ଏଡିନ୍ଙ୍କୁ ଏବେ ୨୬ ବର୍ଷ। ଲୋକମାନେ ତାଙ୍କୁ ସ୍ନେହରେ ବାର୍ବି ଡାକନ୍ତି। ଏହି ଅଭିନେତ୍ରୀଙ୍କର ଏରୋନେଟିକ୍ସରେ ଡିଗ୍ରୀ ଅଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751031513.jpg)
6/8
ଏଡିନ୍ ରୋଜ୍ ଇସଲାମ ଧର୍ମଙ୍କୁ ମାନନ୍ତି। ଅଭିନେତ୍ରୀଙ୍କ ବାପା ମିଆଁମାର୍ର ହୋଇଥିବା ବେଳେ ମାଆ କର୍ଣ୍ଣାଟକର। ସେ ନିଜେ ଜଣେ ତାମିଲ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751031541.jpg)
7/8
ଏଡିନ୍ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କର ୧.୨ ମିଲିୟନ୍ ଫଲୋର୍ସ ଅଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751031654.jpg)
8/8
ଏଡିନ୍ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କର ୧.୨ ମିଲିୟନ୍ ଫଲୋର୍ସ ଅଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)