/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724837094.jpg)
Disha patani looks stunning in black bodycon
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724837094.jpg)
1/8
ସେ ପାଶ୍ଚାତ୍ୟ ହେଉ କି ପାରମ୍ପରିକ ପୋଷାକ, ଦିଶା ପଟାନୀ ପ୍ରତ୍ୟେକ ଲୁକ୍ରେ ହଇଚଇ ସୃଷ୍ଟି କରନ୍ତି। ନିକଟରେ ଦିଶା ତାଙ୍କ ସୋସିଆଲ ମିଡିଆରେ ଏମିତି କିଛି ଗ୍ଲାମରସ ଫଟୋ ଶେୟାର କରିଛନ୍ତି ଯେ ଲୋକେ ଦେଖି ଦିବାନା ହେଲେଣି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724837120.jpg)
2/8
ଏହି କଳା ରଙ୍ଗର ମେଟାଲିକ୍ ଡିପ୍ନେକ୍ ବଡିକନ୍ରେ ଦିଶା ପଟାନୀ ଚମତ୍କାର ଦେଖାଯାଉଛନ୍ତି। ତାଙ୍କର ଏହି କିଲର୍ ଲୁକ୍ ଲୋକମାନଙ୍କୁ ତାଙ୍କ ପ୍ରତି ପାଗଳ କରିବା ପାଇଁ ଯଥେଷ୍ଟ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724837261.jpg)
3/8
ସର୍ଟ କର୍ଲି ହେୟାର ଷ୍ଟାଇଲ୍ ଦିଶାଙ୍କୁ ବହୁତ ଭଲ ଲାଗେ। ଏହି ଫଟୋରେ ସେ ତାଙ୍କୁ ନଖକୁ ଦେଖଉଥିବା ନଜର ଆସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724837295.jpg)
4/8
ଦିଶା ଏହି ପୋଷାକ ସହିତ ଏକ ଗୋଲ୍ଡେନ୍ ବ୍ରେସଲେଟ୍ ମଧ୍ୟ ପିନ୍ଧିଛନ୍ତି। ସେ ଖୁବ୍ କମ ମେକଅପ୍ ସହିତ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724837338.jpg)
5/8
ଏହି ଚମତ୍କାର ଲୁକ୍ ସହିତ ଦିଶା ଅନେକ ଫଟୋସୁଟ୍ କରିଛନ୍ତି। ତାଙ୍କର ଏହି ଫଟୋଗୁଡ଼ିକ ଉପରେ ପ୍ରଶଂସକମାନେ ଖୋଲାଖୋଲି ମତ ମଧ୍ୟ ଦେଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724837369.jpg)
6/8
ତାଙ୍କ ଭଉଣୀ ଖୁଶବୁ ପଟାନୀ ମଧ୍ୟ ଦିଶାଙ୍କ ଫଟୋ ଉପରେ ମତ ଦେଇଛନ୍ତି। ସେ ଲେଖିଛନ୍ତି “ଏଲିଗେଣ୍ଟ୍ ବିୟୁଟି”। ସେହିପରି ତାଙ୍କତ ସବୁଠାରୁ ଭଲ ସାଙ୍ଗ ମୌନୀ ରୟ କେତେକେ ଫାୟାର୍ ଇମୋଜି ପଠାଇ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724837407.jpg)
7/8
ଜଣେ ପ୍ରଶଂସକ ଲେଖିଛନ୍ତି – “ବହୁତ ସୁନ୍ଦର ଏବଂ ଚମତ୍କାର ଦେଖାଯାଉଛନ୍ତି।” ଅନ୍ୟ ଜଣେ ମତ ଦେଇଛନ୍ତି – “ସବୁଠାରୁ ସୁନ୍ଦର ଏବଂ ଭଦ୍ର ଅଭିନେତ୍ରୀ।”
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724837456.jpg)
8/8
କାମର କଥା କହିବାକୁ ଗଲେ ଦିଶାଙ୍କୁ ଶେଷ ଥର ପାଇଁ ପ୍ରଭାସଙ୍କ ଫିଲ୍ମ 'କଲ୍କୀ ୨୮୯୮ ଏଡି'ରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କୁ ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା'ରେ ମଧ୍ୟ ଦେଖିବାକୁ ମିଳିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)