Advertisment

Nancy Tyagi: ନିଜ ଦ୍ୱାରା ଡିଜାଇନ୍ ଆଉଟ୍‌ଫିଟ୍‌ରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଦିଲ୍ଲୀ ଝିଅ

ଦିଲ୍ଲୀର ନ୍ୟାନ୍ସୀ ତ୍ୟାଗୀ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ରେ ନିଜ ଦ୍ୱାରା ଡିଜାଇନ୍ କରାଯାଇଥିବା ଗାଉନ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଏହି ଗାଉନ୍‌କୁ ନିଜେ ଡିଜାଇନ୍ ଏବଂ ପ୍ରସ୍ତୁତ କରିଛନ୍ତି, ସମସ୍ତେ ତାଙ୍କର ଏହି ସ୍ୱତନ୍ତ୍ର ଲୁକ୍‌କୁ ପସନ୍ଦ କରୁଛନ୍ତି ଏବଂ ସେ ଏକ ନୂତନ ଫ୍ୟାଶନ୍ ଟ୍ରେଣ୍ଡ୍‌ ସେଟ୍ କରିଛନ୍ତି।

author-image
Pramod Behera
Celebrities Nancy Tyagi stuns at cannes wears self made gown

Celebrities Nancy Tyagi stuns at cannes wears self made gown

Delhi
Advertisment
Advertisment