Advertisment

Bipasha Basu: ପୂରା ବଦଳିଗଲାଣି ବିପାଶାଙ୍କ ଚେହେରା; ଦେଖିଲେ ପାରିବେନି ଚିହ୍ନି

ସବୁବେଳେ ଗ୍ଲାମରସ୍ ଏବଂ କ୍ଲାସି ଦେଖାଯାଉଥିବା ବିପାଶା ବସ୍‌ଙ୍କର ଏବେ କିଛି ଏପରି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଯାଉଥିବା ଦେଖାଯାଏ। ଅଭିନେତ୍ରୀଙ୍କ ଫଟୋ ଦେଖି ଲୋକମାନେ କହୁଛନ୍ତି ଆରେ ସେ କ’ଣ ଥିଲେ, କ’ଣ ହେଲେଣି!

author-image
Pramod Behera
Bipasha Basu latest photo went viral fans gave this type of reaction

Bipasha Basu latest photo went viral fans gave this type of reaction

Bollywood
Advertisment
Advertisment