/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747832338.jpg)
Bhojpuri actress Monalisa turns up the glam in bodycon dress
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747832338.jpg)
1/7
ଭୋଜପୁରୀ କୁଇନ୍ ମୋନାଲିସା ନିକଟରେ ଏକ ବଡିକନ୍ ଡ୍ରେସ୍ ପିନ୍ଧିଥିବା କିଛି ସୁନ୍ଦର ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747832369.jpg)
2/7
ଏହି ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ଫଟୋ ସହିତ ଇଣ୍ଟର୍ନେଟ୍ରେ ହଇଚଇ ସୃଷ୍ଟି କରିଚାଲିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747832393.jpg)
3/7
ଏବେ ସେ ତାଙ୍କ ଇନଷ୍ଟାଗ୍ରାମ୍ରେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ତାଙ୍କ ପ୍ରଶଂସନଙ୍କ ମଧ୍ୟରେ ନିଆଁ ଲଗାଇଦେଇଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747832418.jpg)
4/7
ମୋନାଲିସା ଏକ କଟନ୍ ପ୍ରିଣ୍ଟେଡ୍ ବଡିକନ୍ ସର୍ଟ ଡ୍ରେସ୍ ପିନ୍ଧିଛନ୍ତି। ସେ ଏହି ଡିପ୍ ନେକ୍ ଡ୍ରେସ୍ ସହିତ ତାଙ୍କ ଚୁଟିକୁ ଖୋଲା ରଖିଛନ୍ତି ଏବଂ ତାଙ୍କ ବେକରେ ଏକ ପେଣ୍ଡେଣ୍ଟ୍ ପିନ୍ଧିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747832456.jpg)
5/7
ମୋନାଲିସା ଏକ କୋଠରୀ ଭିତରେ ତାଙ୍କର ଚମତ୍କାର ଫଟୋସୁଟ୍ କରାଇଛନ୍ତି, ଫଟୋଗୁଡ଼ିକରେ ଦେଖାଯାଉଛି ଯେ କେତେବେଳେ ସେ ସୋଫାରେ ଶୋଇ ପୋଜ୍ ଦେଉଛନ୍ତି ତ କେତେବେଳେ ସେ ତାଙ୍କ ଅଣ୍ଟାରେ ହାତ ରଖି ଷ୍ଟାଇଲ୍ ମାରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747832482.jpg)
6/7
ଇନ୍ଷ୍ଟାଗ୍ରାମ୍ରେ ଫଟୋ ଶେୟାର କରି ଅଭିନେତ୍ରୀ ଲେଖିଛନ୍ତି - ଯଦି କାହାଣୀଗୁଡ଼ିକ ତାରା ହୋଇଯାଆନ୍ତା, ତେବେ ମୁଁ ତୁମକୁ ଆକାଶ ଦେଇଥାନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747832510.jpg)
7/7
ତାଙ୍କର ପ୍ରତ୍ୟେକ ଫଟୋ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଏହି ଫଟୋରେ ତାଙ୍କ ଚାହାଣୀ ଆଉ ଓଠ ସମସ୍ତଙ୍କୁ ଆକର୍ଷଣ କରିବା ଭଳି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)