Advertisment

Avneet Kaur: ଜଲ୍‌ୱା ଦେଖାଇଲେ ଅବନୀତ କୌର୍‌; ବିରାଟ୍ ବି ଫିଦା

ଅଭିନେତ୍ରୀ ଅବନୀତ କୌର୍‌ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଅବନୀତ ଆଜିକାଲି ଖବରରେ ଅଛନ୍ତି। କିଛି ଦିନ ପୂର୍ବରୁ, ବିରାଟ କୋହଲି ତାଙ୍କ ଫଟୋଗୁଡ଼ିକୁ ଲାଇକ୍ କରିଥିଲେ। ଯାହା ପରେ ପ୍ରଶଂସକମାନେ ତାଙ୍କ ଫଟୋ ଉପରେ ପ୍ରତିକ୍ରିୟା ଦେଉଛନ୍ତି।

author-image
Pramod Behera
Avneet Kaur latest photo fans search for Virat Kohli

Avneet Kaur latest photo fans search for Virat Kohli

Bollywood
Advertisment
Advertisment