/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726047827.jpg)
After father death malaika and anil arora 10 photos went viral on social media
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726047827.jpg)
1/9
ଏହି ଫଟୋରେ ବାପାଙ୍କ ସହ ମଲାଇକା ଅରୋରା ଓ ତାଙ୍କ ଉଭଣୀ ଅମୃତାଙ୍କୁ ଦେଖିବାକୁ ମିଳେ। ବାପାଙ୍କ ସହ ଉଭୟ ଭଉଣୀ ଖୁବ ଖୁସି ଥିବା ଦେଖାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726047852.jpg)
2/9
ଏହି ଫଟୋରେ ମଲାଇକାଙ୍କ ପୂରା ପରିବାର ଥିବା ଦେଖିବାକୁ ମିଳେ। ବାପା, ମା, ଓ ଉଭଣୀ ସହିତ ମଲାଇକା ପୋଜ୍ ଦେଇଥିବା ନଜର ଆସେ। ଫଟୋରୁ ଲାଗେ ଏହା କୌଣସି ଏକ ବିଶେଷ ମୁହୂର୍ତ୍ତର ହୋଇଥିବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726047877.jpg)
3/9
ଏହି ଫଟୋଟି ବହୁତ ସ୍ୱତନ୍ତ୍ର ଲାଗେ। ଏଥିରେ ମଲାଇକା ତାଙ୍କ ବାପାଙ୍କ ସହିତ ନଜର ଆସିଛନ୍ତି। ଏଥିରୁ ଲାଗେ ବାପା-ଝିଅଙ୍କ ମଧ୍ୟରେ କେତେ ପ୍ରେମ ଥିଲା। ଫଟୋରେ ବାପାଙ୍କ କୋଳରେ ମୁଣ୍ଡ ରଖି ମଲାଇକା ଶୋଇଥିବା ବେଳେ ତାଙ୍କ କୁକୁରକୁ ଧରିଥିବା ଦେଖାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726047903.jpg)
4/9
ଥରେ ନଜର ପକାନ୍ତୁ ବାପା-ଝିଅଙ୍କ ଏହି ମଜ୍ଜାଳିଆ ଫଟୋ ଉପରେ। ମଲାଇକା କିପରି ନାକ ତଳେ ନିଶ ଲଗେଇ ବାପାଙ୍କ ସହ ମଜ୍ଜା କରୁଛନ୍ତି। ଏଥିରୁ ଲାଗୁଛି ଘରେ ଏକାଠି ଥିବାବେଳେ ବାପା-ଝିଅ ଖୁବ ମଜ୍ଜା କରୁଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726047934.jpg)
5/9
ଏହି ଫଟୋରେ ମଲାଇକାଙ୍କ ପୂରା ପରିବାରକୁ ଦେଖିବାକୁ ମିଳେ। ବାପା-ମାଆଙ୍କ ସହିତ ମଲାଇକା ଥିବାବେଳେ ପରିବାର ଅନ୍ୟ ସଦସ୍ୟମାନେ ମଧ୍ୟ ଏକାଠି ହୋଇଥିବା ଦେଖିବାକୁ ମିଳେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726047965.jpg)
6/9
ଏହି ଫଟୋରେ ପରିବାର ସହ ମଲାଇକା ତ ଅଛନ୍ତି, ଏହା ସହିତ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯାହା ନିଶ୍ଚିତ ସମସ୍ତଙ୍କୁ କିଛି କ୍ଷଣ ଫଟୋ ଉପରେ ନଜର ରଖିବାକୁ ବାଧ୍ୟ କରିବ। ସେ ହେଲେ ମଲାଇକାଙ୍କ ଚର୍ଚ୍ଚିତ ପ୍ରେମିକ ଅର୍ଜୁନ କପୁର।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726048009.jpg)
7/9
ଏହି ଦୁଇଟି ଫଟୋରେ ବାପା-ମାଆ ସହ ମଲାଇକା ଓ ଅମୃତାଙ୍କୁ ଦେଖିବାକୁ ମିଳେ। ପରିବାର ଏକଠି ହୋଇ ଏକ କ୍ୱାଇଟି ଟାଇମ୍ କାଟୁଥିବା ନଜର ଆସନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726048038.jpg)
8/9
ଥରେ ଦେଖନ୍ତୁ, ବାପା-ମାଆଙ୍କ ସହ କିପରି ହସି ହସି ପୋଜ୍ ଦେଉଛନ୍ତି ମଲାଇକା। ଏଥିରେ ଅଭିନେତ୍ରୀ ଖୁବ୍ କ୍ୟୁଟ୍ ଆଉ ଖୁସି ମିଜାସ୍ର ଲାଗୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726048067.jpg)
9/9
ମଲାଇକା ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହେଉଥିବା ଏହି ସମସ୍ତ ପୁରୁଣା ଫଟୋ ଶେୟାର କରିଛନ୍ତି। ସେ ଏହି ଫଟୋଗୁଡ଼ିକୁ ‘ପିତୃ ଦିବସ’ରେ କିମ୍ବା ବାପାଙ୍କ ଜନ୍ମଦିନରେ ଶେୟାର କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)