/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732091494.jpg)
Actress rashmika mandana look glamourous at pushpa 2 launch event
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732091494.jpg)
1/5
ବଲିଉଡ୍ ଏବଂ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କ ଆଗାମୀ ଫିଲ୍ମ 'ପୁଷ୍ପା ୨' ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରବିବାର ବିହାରର ପାଟନା ଜିଲ୍ଲାରେ ‘ପୁଷ୍କା ୨’ ର ବିସ୍ଫୋରକ ଟ୍ରେଲର ଲଞ୍ଚ କରାଯାଇଥିଲା। ଏହି ସମୟ ମଧ୍ୟରେ ଏକ ବଡ଼ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏଠାରେ ଲୋକମାନଙ୍କର ଆଖି ତାଙ୍କ ଚେହେରା ଉପରେ ହିଁ ଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732091536.jpg)
2/5
ଟ୍ରେଲର ଲଞ୍ଚ୍ ଅବସରରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କର ଲାଟେଷ୍ଟ୍ ଏଥେନିକ୍ ଲୁକ୍ରେ କ ଫଟୋସୁଟ୍ କରିଛନ୍ତି, ଯେଉଁଥିରେ ପ୍ରଶଂସକମାନେ ତାଙ୍କ ଘାତକ ଷ୍ଟାଇଲ୍ ଦେଖିବା ପରେ ପୁଣିଥରେ ତାଙ୍କ ସୌନ୍ଦର୍ଯ୍ୟରେ ଦିବାନା ହୋଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732091567.jpg)
3/5
ଏହି ଫଟୋଗୁଡ଼ିକରେ ଆପଣ ରଶ୍ମିକାଙ୍କୁ ଏକ ସୁନ୍ଦର ମେହେନ୍ଦୀ ରଙ୍ଗର ଶାଢି ପିନ୍ଧିଥିବାର ଦେଖିପାରିବେ। ସେ ଏହି ଶାଢି ସହିତ ଏକ ସ୍ଲିଭ୍ଲେସ୍ ବ୍ଲାଉଜ୍ ମଧ୍ୟ ପିନ୍ଧିଛନ୍ତି। ଅଭିନେତ୍ରୀଙ୍କ ଶାଢି ସମ୍ପୂର୍ଣ୍ଣ ସାଧାସିଧା ଥିଲା, କେବଳ ପଲ୍ଲୁରେ ଏକ ଚଉଡା ବର୍ଡର୍ ଥିଲା। ଏହି ଶାଢି ମଧ୍ୟ ତାଙ୍କ ଚେହେରାକୁ ଖୁବ୍ ଆକର୍ଷଣୀୟ କରୁଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732091598.jpg)
4/5
ଅଭିନେତ୍ରୀ ଶାଢି ସହିତ ବହୁତ ଭାରୀ ଗଳାହାର ମଧ୍ୟ ପିନ୍ଧିଛନ୍ତି। ମୋତିରେ ସଜ୍ଜିତ ହୋଇଥିବା ଏହି ହାର ତାଙ୍କୁ ଖୁବ୍ ମାନୁଛି। ଏହି ଶାଢି ଲୁକ୍କୁ ଆହୁରି ଆପର୍ଷଣୀୟ କରିବା ପାଇଁ ସେ କାନରେ ବଡ କାନଫୁଲ ପିନ୍ଧିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732091624.jpg)
5/5
ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ପ୍ରତିଦିନ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନର ଅପ୍ଡେଟ୍ ଶେୟାର କରନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)