Advertisment

Palak Tiwari: ସଟ୍ ବଡିକନ୍‌ରେ ପଲକ ତିୱାରୀଙ୍କ ଘାତକ ଲୁକ୍; ପାଗଳ ହେଲେ ପ୍ରଶଂସକ

ନିକଟରେ ଅଭିନେତ୍ରୀ ତାଙ୍କର ସର୍ବଶେଷ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ସେକ୍ସି ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ ଟିକିଏ ବି ହେଳା କରୁ ନାହାନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କ ଘାତକ ଲୁକ୍ ଦେଖି ପ୍ରଶଂସକମାନେ ତାଙ୍କ ଦିବାନା ହେଲେଣି।

author-image
Pramod Behera
Actress palak tiwari shared pics in bodycon outfit

Actress palak tiwari shared pics in bodycon outfit

Bollywood
Advertisment
Advertisment