/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731505839.jpg)
Actress palak tiwari look shared pics in cord set
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731505839.jpg)
1/6
ପଲକ ତିୱାରୀଙ୍କ ବୋଲ୍ଡ ଷ୍ଟାଇଲ୍ ଇଣ୍ଟର୍ନେଟ୍ରେ ଆସିବା ମାତ୍ରେ ଭାଇରାଲ୍ ହୁଏ। ଯେତେବେଳେ ଅଭିନେତ୍ରୀ ଇନ୍ଷ୍ଟାଗ୍ରାମ୍ରେ ନିଜର ଫଟୋ ଶେୟାର କରନ୍ତି, ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି ହେଳା କରନ୍ତି ନାହିଁ। ବର୍ତ୍ତମାନ ସେମିତି କିଛି ହୋଇଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731505864.jpg)
2/6
ବର୍ତ୍ତମାନ ଅଭିନେତ୍ରୀ ପଲକ ତିୱାରୀ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଶେଷ ଫଟୋସୁଟର ଚିତ୍ର ପୋଷ୍ଟ୍ କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଆକର୍ଷଣୀୟ ଲୁକ୍ ଦେଖିବା ପରେ ପ୍ରଶଂସକ ମସ୍ଗୁଲ୍।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731505903.jpg)
3/6
ଏହି ଫଟୋଗୁଡ଼ିକରେ ଆପଣ ଦେଖିପାରିବେ ଯେ ପଲକ ତିୱାରୀ ଏକ ଧଳା ରଙ୍ଗର କୋର୍ଡ-ସେଟ୍ ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ଚମତ୍କାର ଦେଖାଯାଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731506055.jpg)
4/6
ଅଭିନେତ୍ରୀ ପଲକ ତିୱାରୀ ଖୋଲା ଚୁଟି ସହିତ ହାଇ ହିଲ୍ ପିନ୍ଧିଛନ୍ତି ଏବଂ ହାଲୁକା ମେକଅପ୍ ସହିତ ନିଜର ଆଉଟ୍ଲୁକ୍ ଦେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731506079.jpg)
5/6
ଯେତେବେଳେ ବି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଫଟୋକୁ ପସନ୍ଦ କରନ୍ତି ଏବଂ ମତ ଦେବାରେ କେବେ ବି ହେଳା କରନ୍ତି ନାହିଁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731506105.jpg)
6/6
ପଲକ ତିୱାରୀଙ୍କ ଏହି ଫଟୋ ଅପଲୋଡ୍ ହେବାର ମାତ୍ର କିଛି ଘଣ୍ଟା ବିତିଗଲାଣି ଏବଂ ଖବର ଲେଖା ହେବା ବେଳକୁ ୧ଲକ୍ଷ ୪୮ହଜାରରୁ ଅଧିକ ଲୋକ ଏହି ଫଟୋକୁ ପସନ୍ଦ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)