Advertisment

Aamir Khan: ପ୍ରେମିକାଙ୍କ ହାତ ଧରି ବାହାରେ ନଜର ଆସିଲେ ଆମିର ଖାନ

ନିକଟରେ ଆମିର ଖାନ ମକାଉ ଅନ୍ତର୍ଜାତୀୟ କମେଡି ମହୋତ୍ସବରେ ଯୋଗ ଦେଇଥିଲେ। ଏଠାରେ ଅଭିନେତା ତାଙ୍କ ପ୍ରେମିକା ଗୌରୀଙ୍କ ସହିତ ପହଞ୍ଚିଥିଲେ। ଏହାର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଆପଣ ବି ଏହା ଉପରେ ନଜର ପକାନ୍ତୁ।

author-image
Pramod Behera
Aamir Khan spotted with girlfriend gauri in china

Aamir Khan spotted with girlfriend gauri in china

Bollywood
Advertisment
Advertisment