Advertisment

Aahana Kumra: ପୁଲ୍ ଡେ’ ପାଳିଲେ ଆହାନା କୁମରା; ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଆହାନା କୁମରା ନିକଟରେ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ପୋଷ୍ଟ୍‌ କରିଛନ୍ତି। ମର୍ଜି ଫେମ୍ ଆହାନା କୁମରା ଆଜି ପୁଲ୍ ଡେ’ ପାଳନ କରୁଛନ୍ତି। ତାଙ୍କର ଗୋଲାପୀ ବିକିନି ପିନ୍ଧା ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

author-image
Pramod Behera
Aahana Kumra latest photos inside from her pool day

Aahana Kumra latest photos inside from her pool day

Bollywood
Advertisment
Advertisment