Advertisment

ପ୍ରକୃତିର କରାଳ ରୂପ; ମାଟିତଳୁ ଚାଲିଛି ଜୀବନ ଖୋଜା...ଦେଖନ୍ତୁ କିଛି ଝଲକ୍

କେରଳରେ ପ୍ରକୃତିର ତାଣ୍ଡବ। ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪୭ ଜଣଙ୍କର ମୃତଦେହ ଉଦ୍ଧାର ହେଲାଣି। ନିଖୋଜ ଅଛନ୍ତି ଶତାଧିକ। ଅନେକ ମାଟି ଅତଡା ତଳେ ଚାପି ହୋଇ ରହିଛନ୍ତି। ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ଭୂସ୍ଖଳନ ବିପର୍ଯ୍ୟୟ ପରେ ଯ଼ୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ।

Wayanad

Wayanad

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ