• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଉପସ୍ଥାପକ - ମୃଣ୍ମୟ କୁମାର ନାୟକ (ପୁପୁନ୍)
ସ୍ବାଦ ଆମ ଓଡିଶାର , ସ୍ବାଦ ଆମ ହାତ ରନ୍ଧାର । ଏଠି ଖାଦ୍ୟ କେବଳ ପେଟ ପୁରେଇବା ପାଇଁ ନୁହଁ ବରଂ ଏ ଖାଦ୍ୟ କେବେ ଆମ ପରିଚୟ ତ କେବେ ଆମ ସଂସ୍କୃତିର ଗୋଟେ ଅଭିନ୍ନ ଅଂଶ । କାରଣ ଏଠି ଜଗନ୍ନାଥଙ୍କର ୬୦ ପଉଟି ଭୋଗ । ଏଠି ଖାଦ୍ୟରେ ଶ୍ରଦ୍ଧାର ଛୁଙ୍କ ଥାଏ ... ଯେବେ ମାଆ, ମାଉସୀ, ଖୁଡି, ପିଉସୀ , ଭାଉଜ, ଭଉଣୀ ନିଜ ହାତର ଯାଦୁରେ ପରଷି ଥାନ୍ତି ... ମହୁଲଫୁଲ ଲଠା, କଳାବତୀ ଲଡୁ, ସନ୍ତରା ଚିଙ୍ଗୁଡି , ବିଛୁଆତି ପତ୍ର ପିଠଉ , କରଡି ବେସର , ମାଛ ଆମ୍ବିଳ ହଉ କି ପଦ୍ମନାଡ ଚୁଟଚୁଟା । ହଁ , ଏମିତି କିଛି ହଜି ହଜି ଯାଉଥିବା ସ୍ବାଦକୁ ପୁଣି ଥରେ ଚୁଲି ଯାଏଁ ଆଣିବା ଓ କିଛି ନୂଆ ନୂଆ ସ୍ବାଦକୁ ଖୋଜି ବାହାର କରିବାର ନାଁ ହେଇଚି ...ଟେଷ୍ଟ ଅଫ୍ ଓଡିଶା । ଓଟିଭିର ଏକ ସ୍ବାଦିଷ୍ଟ କାର୍ଯ୍ୟକ୍ରମ । ଓଡିଶାର ଗାଁ ଗାଁ ଓ ସହର ସହର ବୁଲି ଲୋକଙ୍କ ସହ ଯୋଡି ହେଇ କିଛି ନୂଆ ନୂଆ ଖାଦକୁ ଅନ୍ବେଷଣ କରିବାର ଏ ପ୍ରୟାସ ...ଦୀର୍ଘ ବର୍ଷର । ଏମିତି କିଛି ଖଟା ମିଠା ସ୍ବାଦ ଲୋକଙ୍କୁ ଶିଖେଇ କିଛି ମିଠା ମିଠା ସଂପର୍କ ଯୋଡିବାର କାର୍ଯ୍ୟକ୍ରମ ହେଉଚି ଟେଷ୍ଟ ଅଫ୍ ଓଡିଶା । ଯାହା ପ୍ରସାରଣ ହୋଇଥାଏ ପ୍ରତି ଶନିବାର ରାତି ୯ଟା ୩୦ରେ । Updates

Taste of Odisha: Know How to Prepare this Special Dish Using Flour

#ଅଟା_ଚିଜ୍‌_ଟିକା ଘରେ ବନାନ୍ତୁ ଅଟା ଚିଜ୍‌ ଟିକା । ଏହି ଟେଷ୍ଟି ଟେଷ୍ଟି

TASTE OF ODISHA EP 412 | 14 SEPT 2024 | ମାଂସ କରଡ଼ି ତାୱା ସେକା | ବାଂଫ ଚିକେନ୍ ଭାତ

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

Taste of Odisha: Know How to Prepare This Mutton Dish

ଖାସି ମାଂସ ଓ ବାଉଁଶ କରଡିକୁ ନେଇ ତିଆରି କରନ୍ତୁ ଏହି ନୂଆ ରେସିପି । #TasteOfOdisha

Taste of Odisha: Know How to Prepare This Special Dish Using Flour

#ଅଟା_ଗୁଲକନ୍ଦୀ ଅଟାରେ ଆଜି ତିଆରି ହେବ ଗୋଟିଏ ନୂଆ ରେସିପି। ଅଟା ଅଟା

Taste of Odisha | Know the Secret Recipe of Chicken Rice Without Usage of Oil

ଘରେ ତିଆରି କରନ୍ତୁ ବାମ୍ଫ ଚିକେନ୍ ଭାତ । ଟେଷ୍ଟି ଟେଷ୍ଟି ଏହି ରେସିପି

TASTE OF ODISHA EP 411 | 07 SEPT 2024 | ମାଟିହାଣ୍ଡି ଜହ୍ନି ଛୁଙ୍କ
TASTE OF ODISHA EP 411 | 07 SEPT 2024 | ମାଟିହାଣ୍ଡି ଜହ୍ନି ଛୁଙ୍କ

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

Taste of Odisha: Know How to Prepare This Special Dish Using Flour
Taste of Odisha: Know How to Prepare This Special Dish Using Flour

#ଅଟା_ଫଳ_ଘଷା ଥରେ ଘରେ ତିଆରି କରନ୍ତୁ ଅଟା ଫଳ ଘଷା । #TasteOfOdisha #DesiFoods #Odisha #OTV OdishaTV

Taste of Odisha: Know How to Prepare This Special Dish Using Ridge Gourd

ମାଟିହାଣ୍ଡି ଜହ୍ନି ଛୁଙ୍କ ଘରେ ବନାନ୍ତୁ ଟେଷ୍ଟି ଟେଷ୍ଟି ମାଟିହାଣ୍ଡି

Taste of Odisha | Know How To Prepare Paneer Rice With Some Pomegranate Juice

#ଡାଳିମ୍ବରସ_ଛେନା_ଭାତ ଘରେ ତିଆରି କରନ୍ତୁ ଡାଳିମ୍ବରସ ଛେନା ଭାତ ।

Taste of Odisha: Know How to Prepare This Special Dish Using Flour and Cheese

#ଅଟା_ଚିଜ୍‌_ଆପେ ଘରେ ବନାନ୍ତୁ ‘ଅଟା ଚିଜ୍‌ ଆପେ’ । ଖୁବ୍‌ ସହଜ ଖୁବ୍‌

Taste Of Odisha EP 410 | 31 August 2024 | Odia Cuisine | Odia Recipe Show - OTV
Taste Of Odisha EP 410 | 31 August 2024 | Odia Cuisine | Odia Recipe Show - OTV

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

Taste Of Odisha Ep 410 | 31st  Aug 2024 | କ୍ରିସ୍ପି ଚିକେନ୍ ପିଠଉ

Taste of Odisha | Know How To Prepare Special Crispy Chicken Dish

#କ୍ରିସ୍ପି_ଚିକେନ୍‌_ପିଠଉ ଘରେ ତିଆରି କରନ୍ତୁ କ୍ରିସ୍ପି ଚିକେନ୍‌

TASTE OF ODISHA EP 409 | 24 AUG 2024 | ଝୁଣଙ୍ଗା ରସ୍ ବରା , କଳାଜିରା ରୋହି ମସଲା
TASTE OF ODISHA EP 409 | 24 AUG 2024 | ଝୁଣଙ୍ଗା ରସ୍ ବରା , କଳାଜିରା ରୋହି ମସଲା

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

Taste of Odisha: Know How to Prepare Rasabara

ଘରେ ବନାନ୍ତୁ ପଶ୍ଚିମ ଓଡ଼ିଶାର ଏହି ସୁଆଦିଆ ମିଠା ଝୁନଗା ରସବରା। #TasteOfOdisha

Taste of Odisha: Know How to Prepare This Special Cutlet

#ଅଟା_କଟଲେଟ୍‌ ଘରେ ତିଆରି କରନ୍ତୁ ଅଟା କଟଲେଟ୍‌ । ଜାଣନ୍ତୁ ପୂଆରା

Taste of Odisha: Know How to Prepare This Special Dish Using Flour
Taste of Odisha: Know How to Prepare This Special Dish Using Flour

କିଛି ନୂଆ ସ୍ନାକ୍ସ୍ ଟ୍ରାଏ କରିବାକୁ ଚାହୁଛନ୍ତି କି? ତେବେ ବନାନ୍ତୁ

TASTE OF ODISHA EP 408 | 17 AUG 2024 | ଶେଉଳ ମାଛ ସାରୁ ବେସର |ଗୋଟା କୁକୁଡ଼ା ଝାଲ୍
TASTE OF ODISHA EP 408 | 17 AUG 2024 | ଶେଉଳ ମାଛ ସାରୁ ବେସର |ଗୋଟା କୁକୁଡ଼ା ଝାଲ୍

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

Taste of Odisha: Know How to prepare This Special Dish

ଗାଁ ପୋଖରୀ ଶେଉଳ ମାଛକୁ ସାରୁ ବେସର। ଟ୍ରାଏ କରନ୍ତୁ ଏ ନୂଆ ରେସିପି

Taste of Odisha: know How to Prepare This Special Chicken Dish

#ଗୋଟା_କୁକୁଡ଼ା_ମସଲା_ଝାଲ୍‌ ଘରେ ବନାନ୍ତୁ ଗୋଟା କୁକୁଡ଼ା ମସଲା ଝାଲ୍‌

TASTE OF ODISHA EP 407 | 10 AUG 2024 |  ଚିଙ୍ଗୁଡ଼ି ପୋଇ ପାନ
TASTE OF ODISHA EP 407 | 10 AUG 2024 | ଚିଙ୍ଗୁଡ଼ି ପୋଇ ପାନ

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

Taste of Odisha: Know Recipe of This Special Roti

ଘରେ ମହୁରେ ତିଆରି କରନ୍ତୁ ମଧୁରୁଚି । ଜାଣନ୍ତୁ କେମିତି କରାଯାଏ ଏହି

Taste of Odisha: Know How to Prepare This Recipe Using Noodles

#ତାୱା_ଭେଜି_ନୁଡୁଲ୍ସ ଘରେ ପିଲାମାନଙ୍କ ପାଇଁ ତିଆରି କରନ୍ତୁ ତାୱା

Taste of Odisha: Know Recipe of Delightful Chingudi Poi and Egg Dish

#ଚିଙ୍ଗୁଡ଼ି_ପୋଇ_ପାନ ପୋଇ, ଚିଙ୍କୁଡ଼ି ଓ ଅଣ୍ଡାକୁ ନେଇ ଘରେ ବନାନ୍ତୁ ଏହି

Taste of Odisha | Know How to Make This Special Recipe Made From Papaya

ଅମ୍ବୃତଭଣ୍ଡାରେ ପ୍ରସ୍ତୁତ କରନ୍ତୁ ଏହି ରେସିପି । ଖୁବ୍‌ ଟେଷ୍ଟି,