• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଜନମଞ୍ଚ ଜନତାର ମଞ୍ଚ । ସାଧାରଣ ଲୋକଙ୍କ ଦାବି ଉପସ୍ଥାପନାର ମଞ୍ଚ । ଜନମଞ୍ଚରେ ବିଭିନ୍ନ ସମସ୍ୟା ସଂପର୍କରେ ପ୍ରଶାସନିକ ଅଧିକାରୀ, ରାଜନେତାଙ୍କୁ ସିଧାସଳଖ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥାନ୍ତି ସାଧାରଣ ଜନତା । ସାଂପ୍ରତିକ ଘଟଣାବଳୀ, ବିଭନ୍ନ ସମସ୍ୟା, ବିତର୍କିତ ପ୍ରସଙ୍ଗକୁ ନେଇ ଆୟୋଜିତ ହୋଇଥାଏ ଜନମଞ୍ଚ କାର୍ଯ୍ୟକ୍ରମ । ବିଭାଗୀୟ ଅଧିକାରୀ, ରାଜନେତା ଯୋଗଦେଇ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ନିଜର ମତ ସାବ୍ୟସ୍ତ କରିଥାନ୍ତି । ଅତିଥିଙ୍କ ସହିତ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥାନ୍ତି । ସପକ୍ଷ-ବିପକ୍ଷରେ ହୋଇଥାଏ ସରଗରମ ଆଲୋଚନା । ସାଧାରଣ ଲୋକଙ୍କ ସ୍ବରକୁ ସରକାର ଓ ପ୍ରଶାସନ ନିକଟରେ ଉପସ୍ଥାପନ କରିବାର ବଳିଷ୍ଠ ମାଧ୍ୟମ ହେଉଛି ଜନମଞ୍ଚ । ପ୍ରତି ଶନିବାର ରାତି ୮ଟାରେ ପ୍ରସାରିତ ହୋଇଥାଏ ଜନମଞ୍ଚ । ଏହି ଲୋକପ୍ରିୟ କାର୍ଯ୍ୟକ୍ରମକୁ ସଂଚାଳନ କରିଥାନ୍ତି ଓଟିଭିର ସିନିଅର୍ ଆଙ୍କର ଭବାନୀ ମହାପାତ୍ର । Updates

Janamancha 08 May 2021
Janamancha 08 May 2021

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Janamanch 15 May 2021

Janamancha 22 May 2021

Janamancha 19 June 2021

Janamancha 26 June 2021

Janamancha 03 July 2021

Janamancha Season 2 - 2 Sep 2017 || Discussion on Badnam Baba
Janamancha

Janamancha