ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Ashara Alok
ମଣିଷ ଆଶାରେ ବଞ୍ଚେ । ଭାଙ୍ଗି ଯାଇଥିବା ମନକୁ ଯୋଡ଼ିବା, ଉଜୁଡ଼ି ଯାଇଥିବା ପରିବାରକୁ ପୁଣି ଥରେ ଏକାଠି କରିବାର ଭିନ୍ନ ଏକ ପ୍ରୟାସ ଆଶାର ଆଲୋକ । ଦାମ୍ପତ୍ୟ ଜୀବନର କଳହରୁ ବର୍ଷ ବର୍ଷ ଧରି ପରସ୍ପରଠାରୁ ଦୂରେଇ ରହିଥାନ୍ତି ସ୍ବାମୀ,ସ୍ତ୍ରୀ । ଫଳରେ ଦୁଇଟି ପରିବାରରେ ମଧ୍ୟରେ ସୃଷ୍ଟି ହୋଇଥାଏ ଅଶାନ୍ତି ଓ ବିଭେଦର ପାଚେରୀ । ଏଭଳି ଦୁଇଟି ପରିବାରକୁ ପୁଣି ଥରେ ଏକାଠି କରି ସେମାନଙ୍କ ଜୀବନରେ ପାରିବାରିକ ଖୁସି ଫେରାଇ ଆଣିବା ଆଶାର ଆଲୋକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ କୌଣସି ଥାନା ବା କୋର୍ଟକୁ ଯାଇ ନୁହେଁ , ବରଂ ଏକ ସାମାଜିକ ପ୍ଲାଟଫର୍ମ ମାଧ୍ୟମରେ ପାରିବାରିକ ବିବାଦର ସମାଧାନ କରିବା ଏହି କାର୍ଯ୍ୟକ୍ରମର ମହତ୍ ଲକ୍ଷ୍ୟ । ପୂର୍ବତନ ବିଚାରପତି, ସମାଜସେବୀ, ଉପସ୍ଥାପକଙ୍କ ଉପସ୍ଥିତିରେ ପରସ୍ପରଠାରୁ ଦୂରେଇ ରହିଥିବା ସ୍ବାମୀ ସ୍ତ୍ରୀ ପୁଣି ଥରେ ଏକାଠି ନୂଆ ଜୀବନ ଆରମ୍ଭ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶପଥ ନେଇଥାନ୍ତି । ପ୍ରତି ସପ୍ତାହର ଶନିବାର ରାତି ୧୦ଟାରେ ଓଟିଭିରେ ପ୍ରସାରିତ ହୋଇଥାଏ ଆଶାର ଆଲୋକ କାର୍ଯ୍ୟକ୍ରମ । ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସ ଏହି କାର୍ଯ୍ୟକ୍ରମର ଉପସ୍ଥାପକ । Updates
Special Episode : Jibana Do Chakire Ashara Alok Ep 215 | କେତେ ଆଶା କେତେ ଆଲୋକ
ନୂଆ ଅଧ୍ୟାୟ: Jibana Do Chhakire Ashara Alok Ep 228 | 22 AUG 2020 | ମଧୁର ସମ୍ପର୍କ କେମିତି ହେଲା ପିତା
Jibana Do Chhakire Ashara Alok Ep 229 | 29 AUG 2020 | ବିଶ୍ଵାମିତ୍ର ଓ ଚମ୍ପାଙ୍କ ଦାମ୍ପତ୍ୟ ଜୀବନରେ ଫାଟ
Jibana Do Chhakire Ashara Alok Ep 232 | 19 SEP 2020 | ବୁଝାମଣା ଅଭାବ ଯୋଗୁଁ ଦାମ୍ପତ୍ୟ ଜୀବନରେ ଫାଟ
Jibana Do Chhakire Ashara Alok Ep 233 | 26 SEP 2020 | ହୋଇପାରିଲାନି ସମାଧାନ କିନ୍ତୁ ଏ ପ୍ରୟାସ ଜାରି ରହିବ
Jibana Do Chhakire Ashara Alok Ep 234 | 03 OCT 2020 | \"ବାହାବେଦୀ ସାଜିଲା ଏଇ ମଂଚ\" - ଘଟିଲା ଏମିତି କିଛି
Jibana Do Chhakire Ashara Alok Ep 235 | 10 OCT 2020 | ସନ୍ଦେହ, ତୃତୀୟପକ୍ଷର ହସ୍ତକ୍ଷେପ ଯୋଗୁଁ ବିଭ୍ରାଟ
Jibana Do Chhakire Ashara Alok 236 | 17 OCT 2020 | ଭଲ ବୋହୂଟିଏ ପାଇଁ କଣ ଗୁରୁତ୍ୱପୂର୍ଣ,ଚେହେରା ନା ଚରିତ୍ର?
Jibana Do Chhakire Ashara Alok 237 OCT 24 | ଜ୍ୱାଇଁଙ୍କ ଠାରୁ ଟଙ୍କାନେବା, ସମ୍ପର୍କ ରେ ଫାଟ ସୃଷ୍ଟି କରେ କି ?
Jibana Do Chhakire Ashara Alok Ep 238 | 31 OCT 2020 | ଯୌତୁକ ନିୖର୍ଯାତନାର ଭୟ ଯୋଗୁଁ ଦାମ୍ପତ୍ୟ ଜୀବନରେ ଫାଟ
First
Prev
67
68
69
70
71
72
73
74
75
76
Next
© 2022 - Odisha Television Limited. All Rights Reserved.