ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Ashara Alok
ମଣିଷ ଆଶାରେ ବଞ୍ଚେ । ଭାଙ୍ଗି ଯାଇଥିବା ମନକୁ ଯୋଡ଼ିବା, ଉଜୁଡ଼ି ଯାଇଥିବା ପରିବାରକୁ ପୁଣି ଥରେ ଏକାଠି କରିବାର ଭିନ୍ନ ଏକ ପ୍ରୟାସ ଆଶାର ଆଲୋକ । ଦାମ୍ପତ୍ୟ ଜୀବନର କଳହରୁ ବର୍ଷ ବର୍ଷ ଧରି ପରସ୍ପରଠାରୁ ଦୂରେଇ ରହିଥାନ୍ତି ସ୍ବାମୀ,ସ୍ତ୍ରୀ । ଫଳରେ ଦୁଇଟି ପରିବାରରେ ମଧ୍ୟରେ ସୃଷ୍ଟି ହୋଇଥାଏ ଅଶାନ୍ତି ଓ ବିଭେଦର ପାଚେରୀ । ଏଭଳି ଦୁଇଟି ପରିବାରକୁ ପୁଣି ଥରେ ଏକାଠି କରି ସେମାନଙ୍କ ଜୀବନରେ ପାରିବାରିକ ଖୁସି ଫେରାଇ ଆଣିବା ଆଶାର ଆଲୋକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ କୌଣସି ଥାନା ବା କୋର୍ଟକୁ ଯାଇ ନୁହେଁ , ବରଂ ଏକ ସାମାଜିକ ପ୍ଲାଟଫର୍ମ ମାଧ୍ୟମରେ ପାରିବାରିକ ବିବାଦର ସମାଧାନ କରିବା ଏହି କାର୍ଯ୍ୟକ୍ରମର ମହତ୍ ଲକ୍ଷ୍ୟ । ପୂର୍ବତନ ବିଚାରପତି, ସମାଜସେବୀ, ଉପସ୍ଥାପକଙ୍କ ଉପସ୍ଥିତିରେ ପରସ୍ପରଠାରୁ ଦୂରେଇ ରହିଥିବା ସ୍ବାମୀ ସ୍ତ୍ରୀ ପୁଣି ଥରେ ଏକାଠି ନୂଆ ଜୀବନ ଆରମ୍ଭ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶପଥ ନେଇଥାନ୍ତି । ପ୍ରତି ସପ୍ତାହର ଶନିବାର ରାତି ୧୦ଟାରେ ଓଟିଭିରେ ପ୍ରସାରିତ ହୋଇଥାଏ ଆଶାର ଆଲୋକ କାର୍ଯ୍ୟକ୍ରମ । ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସ ଏହି କାର୍ଯ୍ୟକ୍ରମର ଉପସ୍ଥାପକ । Updates
Jibana Do Chakire Ashara Alok Ep 174 | 10 Aug 2019 | ମାନସିକ ବିକୃତି ଯୋଗୁ ଦାମ୍ପତ୍ୟ ଜୀବନରେ ସମସ୍ୟା
Jibana Do Chakire Ashara Alok Ep 175 | 17 Aug 2019 | ପୁଅ ଝିଅଙ୍କ ପ୍ରତି ସାବତ ମା ର ଦାୟିତ୍ୱ କଣ ହେବା ଉଚିତ
Jibana Do Chakire Ashara Alok Ep 176 | 24 Aug 2019 | ନିଜ ଇଚ୍ଛାରେ ଜୀବନସାଥୀ ବାଛିବା କଣ ଏକ ଅପରାଧ ?
Jibana Do Chakire Ashara Alok Ep 178 | 07 Sep 2019 | ମଦ୍ୟପାନ ଏବଂ ସନ୍ଦେହ ପାଇଁ ଅଶାନ୍ତ ପରିବାର
Jibana Do Chakire Ashara Alok Ep 179 | 14 Sep 2019 | ହୋଇ ପାରିଲାନି ସମାଧାନ, ଶେଷରେ ଘଟିଲା ଏପରି କିଛି
Jibana Do Chakire Ashara Alok Ep 180 | 21 Sep 2019 | ନିଜ ଭୁଲ ସ୍ୱୀକାର କରିବାକୁ କଣ ପାଇଁ ନାରାଜ ମଣିଷ
Jibana Do Chakire Ashara Alok Ep 181 | 28 Sep 2019 | ମଦ ଯୋଗୁ ଉଜୁଡି ଯାଉଛି ସୁନା ସଂସାର
Jibana Do Chakire Ashara Alok Ep 182 | 05 Oct 2019 | ନିଜଇଛାରେ ବିବାହ କରିଥିବା ପ୍ରେମୀ ଏବେ ଜୀବନ ଦୋ ଛକିରେ
Jibana Do Chakire Ashara Alok Ep 183 | 12 Oct 2019 | କଣ ଏମିତି ଘଟିଲା କଳାକାର ଦମ୍ପତିଙ୍କ ଜୀବନରେ..ଦେଖନ୍ତୁ
Jibana Do Chakire Ashara Alok Ep 184 | 19 Oct 19 | ଦାୟିତ୍ୱବାନ ସ୍ୱାମୀ ସ୍ତ୍ରୀ ର କର୍ତ୍ତବ୍ୟ କଣ ହେବା ଉଚିତ
First
Prev
64
65
66
67
68
69
70
71
72
73
74
Next
Last
© 2022 - Odisha Television Limited. All Rights Reserved.