Advertisment

ନାଚିବାକୁ ମନା କରିବାରୁ ମହିଳାଙ୍କୁ ଗୁଳି

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଚିତ୍ରକୁଟ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଘଟଣାଟି ହେଉଛି ବାହାଘର ଉତ୍ସବରେ ନାଚିବାକୁ ମନା କରିବାରୁ ଜଣେ ମହିଳାଙ୍କୁ ଗୁଳି ହୋଇଛି। ସୂଚନା ମୁତାବକ, ଗତ ସପ୍ତାହରେ ଏକ ବାହାଘର ଚାଲିଥିବା ବେଳେ ୨ ଜଣ ଯୁବତୀ ନାଚୁଥିଲେ । ତେବେ ଡିଜେ ବନ୍ଦ ହେବାରୁ ନାଚ ମଧ୍ୟ ବନ୍ଦ ହୋଇଥିଲା। ଏହାକୁ ନେଇ ତଳେ ଥିବା ଜଣେ ଲୋକ ନାଚ ବନ୍ଦ […]

author-image
Pradesh Pratyush
ନାଚିବାକୁ ମନା କରିବାରୁ ମହିଳାଙ୍କୁ ଗୁଳି

dance

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଚିତ୍ରକୁଟ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଘଟଣାଟି ହେଉଛି ବାହାଘର ଉତ୍ସବରେ ନାଚିବାକୁ ମନା କରିବାରୁ ଜଣେ ମହିଳାଙ୍କୁ ଗୁଳି ହୋଇଛି।

Advertisment

ସୂଚନା ମୁତାବକ, ଗତ ସପ୍ତାହରେ ଏକ ବାହାଘର ଚାଲିଥିବା ବେଳେ ୨ ଜଣ ଯୁବତୀ ନାଚୁଥିଲେ । ତେବେ ଡିଜେ ବନ୍ଦ ହେବାରୁ ନାଚ ମଧ୍ୟ ବନ୍ଦ ହୋଇଥିଲା। ଏହାକୁ ନେଇ ତଳେ ଥିବା ଜଣେ ଲୋକ ନାଚ ବନ୍ଦ ନକରିବା ପାଇଁ କହିବା ସହ ନାଚ ବନ୍ଦ କଲେ ଗୁଳି ଫୁଟିଯିବ ବୋଲି କହିଥିଲା।  ଏହା ପରେ ତତ୍‌କ୍ଷଣାତ୍‌ ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲେ ଦୁର୍ବୃତ୍ତ। ଗୁଳି ମହିଳାଙ୍କ ମୁହଁରେ ବାଜିଥିଲା ।

publive-imageଗୁରୁତର ଅବସ୍ଥାରେ ମହିଳାଙ୍କୁ କାନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି । ସେପଟେ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

Advertisment
Advertisment
Advertisment