Advertisment

କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଟଙ୍କା ପାଆନ୍ତି ମାସିକ ବେତନ ?

ଭୁବନେଶ୍ୱର: ବଡ଼ ଚାକିରି, ବଡ଼ ଦରମା। କଥାଟା ଆପଣ ନିଶ୍ଚିତ ଜାଣିଥିବେ। ହେଲେ ଭାବିଲେ ଦେଖି ସବୁଠାରୁ ଅଧିକ ଦରମା କିଏ ପାଏ ? କଥାଟା ଅନେକ ସମୟରେ ଆଲୋଚନା ହୋଇଥାଏ। କିନ୍ତୁ କିଏ କେତେ କଥା କୁହନ୍ତି। କିଏ କୁହେ ରାଷ୍ଟ୍ରପତି ଅଧିକ ପାଆନ୍ତି ତ ପୁଣି କିଏ କୁହେ ପ୍ରଧାନମନ୍ତ୍ରୀ। ଆମ ଦେଶରେ ଏମିତି ଅନେକ କଥା ଖଟି ଖଟିରେ ଚର୍ଚ୍ଚା ହୁଏ। ଛାଡନ୍ତୁ ସେ କଥା। କହିଲେ ଦେଖି ଆମ ମୁଖ୍ୟମନ୍ତ୍ରୀ କେତେଟଙ୍କା […]

author-image
Mihir Pattnayak
କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଟଙ୍କା ପାଆନ୍ତି ମାସିକ ବେତନ ?

muk

ଭୁବନେଶ୍ୱର: ବଡ଼ ଚାକିରି, ବଡ଼ ଦରମା। କଥାଟା ଆପଣ ନିଶ୍ଚିତ ଜାଣିଥିବେ। ହେଲେ ଭାବିଲେ ଦେଖି ସବୁଠାରୁ ଅଧିକ ଦରମା କିଏ ପାଏ ? କଥାଟା ଅନେକ ସମୟରେ ଆଲୋଚନା ହୋଇଥାଏ। କିନ୍ତୁ କିଏ କେତେ କଥା କୁହନ୍ତି। କିଏ କୁହେ ରାଷ୍ଟ୍ରପତି ଅଧିକ ପାଆନ୍ତି ତ ପୁଣି କିଏ କୁହେ ପ୍ରଧାନମନ୍ତ୍ରୀ। ଆମ ଦେଶରେ ଏମିତି ଅନେକ କଥା ଖଟି ଖଟିରେ ଚର୍ଚ୍ଚା ହୁଏ।

Advertisment

ଛାଡନ୍ତୁ ସେ କଥା।

କହିଲେ ଦେଖି ଆମ ମୁଖ୍ୟମନ୍ତ୍ରୀ କେତେଟଙ୍କା ଦରମା ପାଆନ୍ତି। ଆପଣ ଭାବନାରେ ବୁଡିବେଣି। ଭାବୁଥିବେ, “ସତରେ ଆମ ମୁଖ୍ୟମନ୍ତ୍ରୀ କେତେ ଟଙ୍କା ଦରମା ପାଆନ୍ତି ଯେ ?”

ଉତ୍ତର ଜାଣିଛନ୍ତି ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାସିକ ଦରମା ହେଉଛି ୧,୬୦,୦୦୦।

ଖାଲି ଆମ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଆସନ୍ତୁ ଜାଣିବା ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା କେତେ

Advertisment

ତେଲଙ୍ଗାନା- ୪,୧୦,୦୦୦

ଦିଲ୍ଲୀ- ୩,୯୦,୦୦୦

ଉତ୍ତରପ୍ରଦେଶ- ୩,୬୫,୦୦୦

ମହାରାଷ୍ଟ୍ର- ୩,୪୦,୦୦୦

ଆନ୍ଧ୍ରପ୍ରଦେଶ- ୩,୩୫,୦୦୦

ଗୁଜୁରାଟ- ୩,୨୧,୦୦୦

ହିମାଚଳପ୍ରଦେଶ- ୩,୧୦,୦୦୦

ହରିୟାଣା- ୨,୮୮,୦୦୦

ଝାରଖଣ୍ଡ- ୨,୭୨,୦୦୦

ମଧ୍ୟପ୍ରଦେଶ- ୨,୫୫,୦୦୦

ଛତିଶଗଡ଼- ୨,୩୦,୦୦୦

ପଞ୍ଜାବ- ୨,୩୦,୦୦୦

ଗୋଆ- ୨,୨୦,୦୦୦

ବିହାର- ୨,୧୫,୦୦୦

ପଶ୍ଚିମବଙ୍ଗ- ୨,୧୦,୦୦୦

ତାମିଲନାଡୁ- ୨,୦୫,୦୦୦

କର୍ଣ୍ଣାଟକ- ୨,୦୦,୦୦୦

ସିକ୍କିମ- ୧,୯୦,୦୦୦

କେରଳ- ୧,୮୫,୦୦୦

ରାଜସ୍ଥାନ- ୧,୭୫,୦୦୦

ଉତ୍ତରାଖଣ୍ଡ- ୧,୭୫,୦୦୦

ମେଘାଳୟ- ୧,୫୦,୦୦୦

ଅରୁଣାଚଳପ୍ରଦେଶ- ୧,୩୩,୦୦୦

ଆସାମ- ୧,୨୫,୦୦୦

ମଣିପୁର- ୧,୨୦,୦୦୦

ନାଗାଲ୍ୟାଣ୍ଡ- ୧,୧୦,୦୦୦

ତ୍ରିପୁରା- ୧,୦୫,୦୦୦

(unverified information. mostly compiled from web resources)

Left Top
Advertisment
Advertisment