Advertisment

ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ଦୁବାଇ  :  ବନ୍ଦ ବ୍ୟାଗ୍‌ ଭିତରୁ ମିଳିଲା ଶିଶୁ । ଦୁବାଇ ଏୟାରପୋର୍ଟରୁ ବ୍ୟାଗ୍ ଭିତରୁ ମିଳିଲା ଏହି ଜୀବନ୍ତ ଶିଶୁଟି। ଶିଶୁଟିକୁ ଅପହରଣ କରି କରାଚିରୁ ଏକ ଟ୍ରାଭେଲ ବ୍ୟାଗ୍ ଭିତରେ କେହି ଯାତ୍ରୀ ଲୁଚାଇ ନେଉଥିଲା।  ଏତିକି ବେଳେ ସୁରକ୍ଷାକର୍ମୀଙ୍କ ହାବୁଡରେ ପଡି ଧରାପଡିଲା। Baby Bagged!! A 5 month old baby was kidnapped and carried to Dubai from Karachi inside a Travel Bag. Fortunately, it […]

author-image
Pradesh Pratyush
ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

child

ଦୁବାଇ  :  ବନ୍ଦ ବ୍ୟାଗ୍‌ ଭିତରୁ ମିଳିଲା ଶିଶୁ । ଦୁବାଇ ଏୟାରପୋର୍ଟରୁ ବ୍ୟାଗ୍ ଭିତରୁ ମିଳିଲା ଏହି ଜୀବନ୍ତ ଶିଶୁଟି। ଶିଶୁଟିକୁ ଅପହରଣ କରି କରାଚିରୁ ଏକ ଟ୍ରାଭେଲ ବ୍ୟାଗ୍ ଭିତରେ କେହି ଯାତ୍ରୀ ଲୁଚାଇ ନେଉଥିଲା।  ଏତିକି ବେଳେ ସୁରକ୍ଷାକର୍ମୀଙ୍କ ହାବୁଡରେ ପଡି ଧରାପଡିଲା।

Advertisment

ଉଦ୍ଧାର ଶିଶୁଟିର ବୟସ ୫ ମାସ ହେବ। ଏହି ଘଟଣା ସମ୍ପର୍କରେ ଗତ ୧୪ ତାରିଖ ଦିନ ଆଇପିଏସ୍ ଅଧିକାରୀ ଏଚ୍‌ଜିଏସ୍ ଧଲିଓ୍ୱାଲ ଟ୍ୱିଟ୍ କରି ଜଣାଇବା ପରେ ଘଟଣାଟି ସାରା ବିଶ୍ୱରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଉଦ୍ଧାର ଶିଶୁଟି ଏବେ ସୁସ୍ଥ ଅଛି।

Advertisment
Advertisment
Advertisment