Advertisment

Youtuber booked for insulting Ambedkar: ଆମ୍ବେଦକରଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ଅଡୁଆରେ ୟୁଟ୍ୟୁବର

ଆମ୍ବେଦକରଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ୟୁଟ୍ୟୁବର। କ୍ୟାପିଟାଲ ଥାନାରେ ଏତଲା ଦେଇଛି ମିଳିତ SC/ST ସଂଗଠନ। ଆମ୍ବେଦକରଙ୍କ ଏକ ଫଟୋରେ କଟାକ୍ଷ ମନ୍ତବ୍ୟ ଅଭିଯୋଗ।

Youtuber Tapi Mishra

Youtuber Tapi Mishra Photograph: (OTV)

Advertisment

ସୋସିଆଲ୍ ମିଡ଼ିଆରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦରଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ପୁଣି ଅଡୁଆରେ ୟୁଟ୍ୟୁବର ତପି ମିଶ୍ର। ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଛି ମିଳିତ SC/ST ସଂଗଠନ। 

Advertisment

ସୋସିଆଲ ମିଡ଼ିଆରେ ଆମ୍ବେଦକରଙ୍କ ଏକ ଫଟୋକୁ ପୋଷ୍ଟ କରିବା ସହ ତାଙ୍କ ପ୍ରତି କଟାକ୍ଷ ଏବଂ ଅଶାଳୀନ ମନ୍ତବ୍ୟ ଦେଇଥିଲେ ତପି ମିଶ୍ର। ପୂର୍ବରୁ ମଧ୍ୟ ତପି ମିଶ୍ର ସୋସିଆଲ ମିଡିଆରେ ନାନା ବିବାଦୀୟ ପୋଷ୍ଟ କରିଆସୁଥିଲେ। 

ଏବେ ଆମ୍ବେଦରଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ସହ କଟାକ୍ଷ କରିବା ପରେ ତପି ମିଶ୍ରଙ୍କ ବିରୋଧରେ ଆକ୍ସନ ଦାବି କରିଛି ସଂପୃକ୍ତ ସଂଗଠନ। ୪୮ ଘଣ୍ଟା ମଧ୍ୟରେ ତପିଙ୍କୁ ଗିରଫ ପାଇଁ ସଂଗଠନ ଦାବି କରିଛି। 

Advertisment

ନଚେତ ସଂଗଠନ ପକ୍ଷରୁ ଥାନା ସମେତ ସିପି ଅଫିସ ଘେରାଉ କରାଯିବ ବୋଲି ମିଳିତ SC ST ସଂଗଠନ ଚେତାବନୀ ଦେଇଛ। ତେବେ ଏନେଇ ତପି ମିଶ୍ର କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଆମ୍ବେଦକରଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ୟୁଟ୍ୟୁବର 
କ୍ୟାପିଟାଲ ଥାନାରେ ଏତଲା ଦେଇଛି ମିଳିତ SC/ST ସଂଗଠନ
ଆମ୍ବେଦକରଙ୍କ ଏକ ଫଟୋରେ କଟାକ୍ଷ ମନ୍ତବ୍ୟ ଅଭିଯୋଗ 
ୟୁଟ୍ୟୁବର ତପି ମିଶ୍ରଙ୍କ ନାଁରେ ଥାନାରେ ଫେରାର ହେଲା ସଂଗଠନ

Advertisment
Tapi Mishra Odisha Youtuber
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ