/odishatv-khabar/media/media_files/2026/02/10/youth-stabbed-inside-bus-2026-02-10-19-06-54.jpg)
ବସ୍ ଭିତରେ ଯୁବକଙ୍କୁ ମଦ୍ୟପର ଛୁରାମାଡ଼ Photograph: (OTV)
ବସ୍ ଭିତରେ ଯୁବକଙ୍କୁ ଛୁରାମାଡ଼। ବୌଦ୍ଧ ବାଉଁଶୁଣୀ ଥାନା ସାହାଜପାଲ ନିକଟରେ ବସ୍ ଭିତରେ ଘଟିଛି ଅଭାବନୀୟ କାଣ୍ଡ। ମହିଳାଙ୍କୁ ବସ୍ ଭିତରେ ମଦ୍ୟପ ଯୁବକ ଅସଦାଚରଣ କରୁଥିବା ବେଳେ ପ୍ରତିବାଦ କରିବାରୁ ଯୁବକଙ୍କୁ ଛୁରାମାଡ଼।
Advertisment
ଗୁରୁତର ଯୁବକ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମଦ୍ୟପ ଯୁବକକୁ ବାଉଁଶୁଣୀ ଥାନା ପୋଲିସ କାବୁ କରିଛି ।
- ବସ୍ ଭିତରେ ଯୁବକଙ୍କୁ ମଦ୍ୟପର ଛୁରାମାଡ଼
- ବାଉଁଶୁଣୀ ଥାନା ଅଞ୍ଚଳରେ ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ
- ବସ୍ ଭିତରେ ମଦ୍ୟପ ଜଣଙ୍କ ମହିଳାଙ୍କୁ ଅସଦାଚରଣ କରୁଥିଲା
- ଜଣେ ଯୁବକ ପ୍ରତିବାଦ କରିବାରୁ ଛୁରିରେ ଆକ୍ରମଣ
- ଗୁରୁତର ଯୁବକ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
- ବସ୍ ଜବତ ସହ ମଦ୍ୟପ ଯୁବକକୁ ଅଟକ ରଖିଲା ପୋଲିସ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)