Advertisment

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ  : ଢେଙ୍କାନାଳ ନିହଲପ୍ରସାଦ ନିତ୍ୟାନନ୍ଦପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ମୃତକ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା । ସେ ଏକ କ୍ରସରରେ କାମ କରୁଥିଲେ । ଘର ସାମନାରେ ତାଙ୍କର ମୃତଦେହ ପଡ଼ିବାର ଦେଖିବାକୁ ମିଳିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ଆଖି କେହି ତାଡି ନେଇଥିବା ଅଭିଯୋଗ ହୋଇଛି। ସନ୍ଦେହ କରାଯାଉଛି, କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦେଇ ଚାଲି ଯାଇଛି […]

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

murder

Advertisment

ଢେଙ୍କାନାଳ  : ଢେଙ୍କାନାଳ ନିହଲପ୍ରସାଦ ନିତ୍ୟାନନ୍ଦପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ମୃତକ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା । ସେ ଏକ କ୍ରସରରେ କାମ କରୁଥିଲେ । ଘର ସାମନାରେ ତାଙ୍କର ମୃତଦେହ ପଡ଼ିବାର ଦେଖିବାକୁ ମିଳିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ଆଖି କେହି ତାଡି ନେଇଥିବା ଅଭିଯୋଗ ହୋଇଛି।

Advertisment

ସନ୍ଦେହ କରାଯାଉଛି, କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦେଇ ଚାଲି ଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା । ଲୋକେ କିଛି ସମୟ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ