Advertisment

Young Woman Attempts Suicide: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ। ଶିଶୁ ବାଟିକା କୋର୍ସ କରିବା ପରେ ବି ନିଯୁକ୍ତି ନ ମିଳିବାରୁ ଆତ୍ମାହୁତି ଉଦ୍ୟମ। ଏକାଧିକ ଥର ଧାରଣାରେ ବସିବା ପରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ। ହଠାତ୍ ନିଆଁ ଲଗାଇ ଦେଇଥିଲେ ଯୁବତୀ, ଡ୍ରେସ୍ ଓ ଗୋଡ଼ ପୋଡ଼ିଯାଇଛି।

author-image
Pramod Behera
Young Woman Attempts Suicide

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ Photograph: (OTV)

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ। ଶିଶୁ ବାଟିକା କୋର୍ସ କରିବା ପରେ ବି ନିଯୁକ୍ତି ନ ମିଳିବାରୁ ଆତ୍ମାହୁତି ଉଦ୍ୟମ କଲେ ଯୁବତୀ। ଏକାଧିକ ଥର ଧାରଣାରେ ବସିବା ପରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ।

Advertisment

ହଠାତ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀ ଜଣକ ନିଜ ଡ୍ରେସରେ ନିଆଁ ଲଗାଇଥିଲେ। ତାଙ୍କର ଡ୍ରେସ ଓ ଗୋଡରେ ନିଆଁ ଲାଗିଥିଲା ସୂଚନା ରହିଛି। ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଟାଉନ୍ ଥାନା ପୋଲିସ ଆମ୍ବୁଲାନ୍ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବତୀ ଜଣକ ଭଦ୍ରକ ଜିଲ୍ଲା ଶ୍ୟାମସୁନ୍ଦରପୁର ଅଞ୍ଚଳର ବୋଲି ଜଣାପଡିଛି।

  • ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ
  • ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ
  • ଶିଶୁ ବାଟିକା କୋର୍ସ କରିବା ପରେ ବି ନିଯୁକ୍ତି ନ ମିଳିବାରୁ ଆତ୍ମାହୁତି ଉଦ୍ୟମ
  • ଏକାଧିକ ଥର ଧାରଣାରେ ବସିବା ପରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ
  • ହଠାତ୍ ନିଆଁ ଲଗାଇ ଦେଇଥିଲେ ଯୁବତୀ, ଡ୍ରେସ୍ ଓ ଗୋଡ଼ ପୋଡ଼ିଯାଇଛି
  • ଭଦ୍ରକ ହସ୍ପିଟାଲରେ ଆହତ ଯୁବତୀଙ୍କୁ ଭର୍ତ୍ତି କଲା ପୋଲିସ
Advertisment
Odisha News Bhadrak Suicide
Advertisment
Advertisment