Advertisment

ପାଣି ପାଇଁ ଆନ୍ଦୋଳନ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଖରା ଆରମ୍ଭରୁ ପାଣି ପାଇଁ ତେଜିଲା ଆନ୍ଦୋଳନ। ପିଇବା ପାଣି ପାଇଁ କଳାହାଣ୍ଡି ଜିଲ୍ଲାର ବାନେର ଠାରେ ରାସ୍ତାରୋକ କରିଥିଲେ ମହିଳା। ଗରା, ମାଠିଆ ଧରି ମହିଳାମାନେ ଭୋର ୫ଟାରୁ ରାସ୍ତା ରୋକ କରି ପ୍ରତିବାଦ କରିଥିଲେ। ଫଳରେ ମୋଟେର-ଜୟପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପାଣି ସମସ୍ୟା ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ତେବେ ବିଡିଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକରୀଙ୍କୁ ବୁଝାସୁଝା କରିବା […]

ପାଣି ପାଇଁ ଆନ୍ଦୋଳନ

water

Advertisment

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଖରା ଆରମ୍ଭରୁ ପାଣି ପାଇଁ ତେଜିଲା ଆନ୍ଦୋଳନ। ପିଇବା ପାଣି ପାଇଁ କଳାହାଣ୍ଡି ଜିଲ୍ଲାର ବାନେର ଠାରେ ରାସ୍ତାରୋକ କରିଥିଲେ ମହିଳା। ଗରା, ମାଠିଆ ଧରି ମହିଳାମାନେ ଭୋର ୫ଟାରୁ ରାସ୍ତା ରୋକ କରି ପ୍ରତିବାଦ କରିଥିଲେ। ଫଳରେ ମୋଟେର-ଜୟପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପାଣି ସମସ୍ୟା ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

Advertisment

ତେବେ ବିଡିଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ