women
Advertisment
ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଗୁରୁଧି ଗାଁରୁ ଜଣେ ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ମହିଳାଙ୍କ ପୁଅର ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କୁ ୫ ଜଣ ବଳପୂର୍ବକ ବିଷ ପିଆଇ ଦେଇଛନ୍ତି।
ଗତକାଲି ସ୍ୱାମୀ ସହ ଝଗଡ଼ା ହେବା ପରେ ମହିଳା ଜଣକ ଘରୁ ପଳାଇ ଆସି ତାଙ୍କ ସାଙ୍ଗ ଘରେ ରହିଥିଲେ। ଆଜି କିନ୍ତୁ କେଉଁ ପରିସ୍ଥିତିରେ ତାଙ୍କୁ ବିଷ ପିଆଯାଇଛି, ତାହା ସ୍ପଷ୍ଟ ହୋଇ ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ggggg-1_1626339174.jpg)