Rape And Murder Photograph: (OTV)
ବଲାଙ୍ଗିର ଜିଲ୍ଲା ଦେଓଗାଁ ଅଂଚଳରେ ପୁଣି ଏକ ହତ୍ୟାକାଣ୍ଡ | ଜଣେ ମହିଳାକୁ ଦୁଷ୍କର୍ମ ପରେ ପୋଡିଦେଇ ହତ୍ୟା କରାଯାଇଥିବା ସନ୍ଦେହ। ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଗୋଏଲପିଟା ଗାଁ ନିକଟରେ ଥିବା ଜଙ୍ଗଲ ଭିତରେ ମହିଳା ଜଣଙ୍କ ପଡିଥିବା ଦେଖିବାକୁ ମିଳିଥିଲା |
ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର କରାଯାଇଛି । ମୁହଁକୁ ପୋଡି ଦିଆଯାଇଥିବାରୁ ଚିହ୍ନି ହେଉନି | ନିକଟରେ ମହିଳାଙ୍କ ଶାଢ଼ୀ ଓ ଭଙ୍ଗା ଚୁଡି ପଡିଛି | ଦେଓଗାଁ ପୋଲିସ ତଦନ୍ତ ଜାରି ରଖିଛି |
• ଦୁଷ୍କର୍ମ ପରେ ଜାଳିଦେଲେ !
• ଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ହତ୍ୟା ସନ୍ଦେହ
• ବଲାଙ୍ଗିର ଗୋଏଲପିଟା ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର
• ପାଖରେ ପଡ଼ିଛି ଲୁଗା, ମହିଳାଙ୍କ ମୁହଁ ପୋଡିଥିବାରୁ ସନ୍ଦେହ
• ଘଟଣାସ୍ଥଳରେ ଦେଓଗାଁ ଥାନା ପୋଲିସର ଛାନଭିନ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/30/rape-and-murder-2025-10-30-09-34-13.jpg)