Cyclone
Advertisment
- ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିବ- SRC
- ବାତ୍ୟା ଅପଡେଟ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା
- ସକାଳ ୯ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି
- ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍
- ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ
- ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିଯିବା ଆଶା କରୁଛୁ
- ଏବେ ପବନ ବେଗ ୧୩୦ରୁ ୧୪୦ କିମି ରହିଛି
- ବାଲେଶ୍ୱର ଜିଲ୍ଲା ପାର୍ ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ
- ବାଲେଶ୍ୱର ପରେ ମୟୁରଭଂଜ ଯିବ, ସେଠି ୧୦୦ କିମି ପବନ ହେବ
- ଦିନ ୩ଟା ଯାଏ ଭଦ୍ରକ, ବାଲେଶ୍ୱରରେ ପ୍ରଭାବ ରହିବ
- ଅପରାହ୍ନ ପରଠାରୁ ମୟୂରଭଂଜରେ ବର୍ଷା, ପବନ ବଢ଼ିବ
- ମୟୂରଭଂଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡ଼ଖଣ୍ଡ ଚାଲିଯିବ
- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି
- ମୟୂରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ
- ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା
- ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି
Advertisment
ଭୁବନେଶ୍ୱର: ଦିନ ୧ଟା ସୁଦ୍ଧା ବାତ୍ୟାର ଲ୍ୟାଣ୍ଡଫଲ୍ ସରିବ ବୋଲି କହିଲେ SRC। ସକାଳ ୯ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି କହିଲେ ଏସଆରସି। ଏବେ ପବନର ବେଗ ୧୩୦ରୁ ୧୪୦ କିମି ରହିଛି। ବାଲେଶ୍ୱର ଜିଲ୍ଲା ପାର୍ ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ ଏବଂ ବାଲେଶ୍ୱର ପରେ ମୟୁରଭଂଜ ଯିବ, ସେଠି ୧୦୦ କିମି ପବନ ହେବ ବୋଲି କହିଲେ ଏସଆରସି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/a0cb8389-600a-4f2a-b479-545ba26da8ef_1626257303.jpg)