Advertisment

Illegal Hunting: ରନ୍ଧା ଚାଲିଛି ମାଂସ, ଥୁଆ ହୋଇଛି ମୁଣ୍ଡ

ରକ୍ଷକ ସାଜିଛି ଭକ୍ଷକ । ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି ମାଂସର ଭୋଜି । ଗଡ଼ୁଛି ମଦ ବୋତଲ, ନ୍ୟାୟବ ସରପଞ୍ଚ ଭାଙ୍ଗୁଛନ୍ତି ସରକାରଙ୍କ ଆଇନ୍ । ଖବର ପାଇ ବନ ବିଭାଗ ପହଞ୍ଚିଲା ବେଳକୁ ଛତ୍ରଭଙ୍ଗ ଦେଲେ ଜନପ୍ରତିନିଧି ।

author-image
Chinmayee Sahoo

ରକ୍ଷକ ସାଜିଛି ଭକ୍ଷକ । ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି ମାଂସର ଭୋଜି । ଗଡ଼ୁଛି ମଦ ବୋତଲ, ନ୍ୟାୟବ ସରପଞ୍ଚ ଭାଙ୍ଗୁଛନ୍ତି ସରକାରଙ୍କ ଆଇନ୍ । ଖବର ପାଇ ବନ ବିଭାଗ ପହଞ୍ଚିଲା ବେଳକୁ ଛତ୍ରଭଙ୍ଗ ଦେଲେ ଜନପ୍ରତିନିଧି ।

Advertisment
Wild Life (Protection) Act
Advertisment
Related Articles
Advertisment