Advertisment

ନୀଳଗିରିରେ ପଶିଲେ ଝାଡ଼ଖଣ୍ଡୀ ହାତୀପଲ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ। ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ପ୍ରାୟ ୨୫ରୁ ଅଧିକ ହାତୀ ଆସି ମୟୂରଭଞ୍ଜ ରାସ୍ତାର ନୀଳଗିରି ଅଞ୍ଚଳରେ ପ୍ରବେଶ କରିଛନ୍ତି। ଏବେ ଏହି ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ସୂଚନା ଦେଇଛନ୍ତି। ହାତୀପଲ ଦ୍ୱାରା ଯେପରି ଜନଜୀବନ କ୍ଷତିଗ୍ରସ୍ତ ନ ହେବ, ସେଥିପାଇଁ ବନ ବିଭାଗ ପ୍ରସ୍ତୁତ ରହିଛି। ଗାଁରେ ଫସଲ ହୋଇଥିବାରୁ ହାତୀଗୁଡ଼ିକ ଗାଁ ଭିତରକୁ ପଶିବା ନେଇ ଲୋକେ ଆଶଙ୍କା କରିଛନ୍ତି। […]

ନୀଳଗିରିରେ ପଶିଲେ ଝାଡ଼ଖଣ୍ଡୀ ହାତୀପଲ

elephant

Advertisment

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ। ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ପ୍ରାୟ ୨୫ରୁ ଅଧିକ ହାତୀ ଆସି ମୟୂରଭଞ୍ଜ ରାସ୍ତାର ନୀଳଗିରି ଅଞ୍ଚଳରେ ପ୍ରବେଶ କରିଛନ୍ତି।

Advertisment

ଏବେ ଏହି ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ସୂଚନା ଦେଇଛନ୍ତି। ହାତୀପଲ ଦ୍ୱାରା ଯେପରି ଜନଜୀବନ କ୍ଷତିଗ୍ରସ୍ତ ନ ହେବ, ସେଥିପାଇଁ ବନ ବିଭାଗ ପ୍ରସ୍ତୁତ ରହିଛି।

ଗାଁରେ ଫସଲ ହୋଇଥିବାରୁ ହାତୀଗୁଡ଼ିକ ଗାଁ ଭିତରକୁ ପଶିବା ନେଇ ଲୋକେ ଆଶଙ୍କା କରିଛନ୍ତି। ତେବେ ସେମାନଙ୍କୁ ଘଉଡ଼ାଇବା ଲାଗି ବନ ବିଭାଗ ପଦକ୍ଷେପ ନେଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ