Advertisment

‘୧୯ ବର୍ଷରେ ମହିଳାଙ୍କ ପାଇଁ ନବୀନ କ’ଣ କରିଛନ୍ତି’

ଭୁବନେଶ୍ୱର: ମହିଳା ସଶକ୍ତିକରଣକୁ ଡବଲ ଇଞ୍ଜିନ୍‌ର ଆଖ୍ୟା ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ସମାଲୋଚନା। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ୧୯ ବର୍ଷରେ ମହିଳାଙ୍କ ପାଇଁ ନବୀନ କ’ଣ କରିଛନ୍ତି ବୋଲି କଂଗ୍ରେସ ଉପସଭାପତି ଆର୍ଯ୍ୟ ଜ୍ଞାନେନ୍ଦ୍ର ପ୍ରଶ୍ନ କରିଛନ୍ତି। ସେ ଆହୁରି ପଚାରିଛନ୍ତି ଯେ, ୧୯ ବର୍ଷରେ କେତେ ମହିଳାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ନବୀନ। ନିର୍ବାଚନ ଆସିବାରୁ ନବୀନଙ୍କୁ ମହିଳାଙ୍କ କଥା ମନେପଡ଼ିଲା। ବିଜେପୁରରେ ଜଣେ ମହିଳା ବିଧାୟକ ଥିବାସତ୍ତ୍ୱେ ନିଜେ ପ୍ରାର୍ଥୀ ହେଲେ। ଏହାଛଡ଼ା […]

author-image
Sangita Sahu
‘୧୯ ବର୍ଷରେ ମହିଳାଙ୍କ ପାଇଁ ନବୀନ କ’ଣ କରିଛନ୍ତି’

nabin1

ଭୁବନେଶ୍ୱର: ମହିଳା ସଶକ୍ତିକରଣକୁ ଡବଲ ଇଞ୍ଜିନ୍‌ର ଆଖ୍ୟା ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ସମାଲୋଚନା। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ୧୯ ବର୍ଷରେ ମହିଳାଙ୍କ ପାଇଁ ନବୀନ କ’ଣ କରିଛନ୍ତି ବୋଲି କଂଗ୍ରେସ ଉପସଭାପତି ଆର୍ଯ୍ୟ ଜ୍ଞାନେନ୍ଦ୍ର ପ୍ରଶ୍ନ କରିଛନ୍ତି।
ସେ ଆହୁରି ପଚାରିଛନ୍ତି ଯେ, ୧୯ ବର୍ଷରେ କେତେ ମହିଳାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ନବୀନ। ନିର୍ବାଚନ ଆସିବାରୁ ନବୀନଙ୍କୁ ମହିଳାଙ୍କ କଥା ମନେପଡ଼ିଲା।

Advertisment

ବିଜେପୁରରେ ଜଣେ ମହିଳା ବିଧାୟକ ଥିବାସତ୍ତ୍ୱେ ନିଜେ ପ୍ରାର୍ଥୀ ହେଲେ। ଏହାଛଡ଼ା ଥାନାଗୁଡ଼ିକରେ ମହିଳା ଡେସ୍କ କେତେ କାର୍ଯ୍ୟକାରୀ ହୋଇଛି। ପ୍ରତିଦିନ ୮ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି ଏଥିପାଇଁ ଦାୟୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

କଂଗ୍ରେସ କ୍ଷମତାକୁ ଆସିଲେ ଚାକିରିରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବ ବୋଲି ଆର୍ଯ୍ୟ ଜ୍ଞାନେନ୍ଦ୍ର କହିଛନ୍ତି।

Advertisment

Advertisment
Advertisment