Water Seepage From Meghanad Pacheri Photograph: (OTV)
ମେଘନାଦ ପାଚେରୀରୁ ଗଳୁଛି ପାଣି। ଶ୍ରୀମନ୍ଦିର ସ୍ନାନ ମଣ୍ଡପ ସମ୍ମୁଖ ଭାଗ ମେଘନାଦ ପାଚେରୀରୁ ପାଣି ଗଳୁଛି। ଶ୍ରୀମନ୍ଦିରର ସୁରକ୍ଷା କବଚ ମେଘନାଦ ପାଚେରୀରେ ଶିଉଳି ଲାଗିବା ସହ ଅନବରତ ଧାରରେ ପାଣି ବାହାରୁଛି।
ଗତବର୍ଷ ବି ସମାନ ଧରଣର ପାଣି ବାହାରିଥିଲା। ଓଟିଭିରେ ଖବର ପ୍ରସାରଣ ପରେ ଚେତିଥିଲା ପ୍ରଶାସନ। କିନ୍ତୁ ଏହାପରେ ବି ଏବର୍ଷ ପୁଣି ମେଘନାଦ ପାଚେରୀରୁ ପାଣି ଗଳୁଛି।
• ମେଘନାଦ ପାଚେରୀରୁ ଗଳୁଛି ପାଣି
• ସ୍ନାନ ମଣ୍ଡପ ସମ୍ମୁଖ ମେଘନାଦ ପାଚେରୀ ପାଣି ଗଳୁଛି
• ଶିଉଳି ଲାଗିବା ସହ ଅନବରତ ପାଣି ବାହାରୁଛି
• ଗତବର୍ଷ ମେଘନାଦ ପାଚେରୀ ମରାମତି ହୋଇଥିଲା
• ଓଟିଭିରେ ଖବର ପ୍ରସାରଣ ପରେ ମରାମତି ସରିଥିଲା
• ମରାମତି ପରେ ବି ସମାନ ଭାବେ ପାଣି ଗଳୁଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/14/water-seepage-from-meghanad-pacheri-2025-12-14-12-38-57.jpg)